Masthead

ନେଟଫ୍ଲିକ୍ସର ନୂଆ ୱେବ ସିରିଜ ‘ଦ ହଣ୍ଟ ଫର ବିରପ୍ପନ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ); ନେଟଫ୍ଲିକ୍ସର ନୂଆ ୱେବ ସିରିଜ ‘ଦ ହଣ୍ଟ ଫର ବିରପ୍ପନ’ ଏକ ବିଚଳିତ କରିଦେବା ଭଳି କାହାଣୀ ଅଟେ । ଏହି କାହାଣୀରେ ବିରପ୍ପନ ଖଳନାୟକ ନୁହଁନ୍ତି । ସେ ଜଣେ ପରିସ୍ଥିତ ଦ୍ୱାରା ବନ୍ଧା ହୋଇଥିବା ବନବାସୀ ଜାହାର ଅପରାଧର ଦଣ୍ଡ ତାର ଆଖପାଖ ଲୋକଙ୍କୁ ଭୋଗିବାକୁ ପଡିଥିଲା । ଚାରିଟି ଏପିସୋଡରେ ବିଭକ୍ତ ଏହି କାହଣୀଟି ଦର୍ଶକମାନଙ୍କୁ ଆକର୍ଷିତ କରିଛି । ଏହି ସିରିଜର ଆରମ୍ଭ ବିରପ୍ପନଙ୍କ ପତ୍ନୀ ମୁଥୁଲକ୍ଷ୍ମୀଙ୍କ ଠାରୁ ହୋଇଛି । ଏହା ପ୍ରଥମ ଥର ଅଟେ ଯେ ମୁଥୁଲକ୍ଷ୍ମୀ କ୍ୟାମେରା ଆଗକୁ ଆସି ନିଜ ମନ କଥା କହିଛନ୍ତି । ନିଜ ବିବାହ ଠାରୁ ଆରମ୍ଭ କରି ଦୁଇ କନ୍ୟାଙ୍କର ଜନ୍ମ ଏବଂ ଏହାପରେ ଅନେକ ସମୟ ଧରି ବିରପ୍ପନଙ୍କ ଠାରୁ ଦୂରରେ ରହିବା ଇତ୍ୟାଦି କ୍ୟାମେରା ସାମା୍ନରେ ପ୍ରକାଶ କରିଛନ୍ତି ।

ୱେବ ସିରିଜ ‘ଦ ହଣ୍ଟ ଫର ବିରପ୍ପନ’ରେ ଏକ ପ୍ରେମ କାହାଣୀ ମଧ୍ୟ ଦେଖିବାକୁ ମିଳିବ । ଦୁହେଁ ଦୁହିଁଙ୍କୁ କ୍ୟାସେଟ ପଠାଇ ନିଜ ମନର କଥା କହୁଥିଲେ । ମୁଥୁଲକ୍ଷ୍ମୀ କ୍ୟାସେଟ ଗୁଡିକରେ ନମ୍ବର ଲେଖିବାକୁ ଭୁଲିଯାଉଥିଲେ ତେଣୁ ବିରପ୍ପନ ତାଙ୍କୁ ନମ୍ବର ଲେଖିବାକୁ କହୁଥିଲେ, ଯାହାକି ତାଙ୍କୁ ଗୋଟେ ପରେ ଗୋଟେ କ୍ରମାଗତ ଭାବେ କ୍ୟାସେଟ ଶୁଣିବାରେ ସାହାଯ୍ୟ କରିବ । ଆଶା କରାଯାଉଛି କାହାଣୀଟି ଦମଦାର ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା