Masthead

ସ୍ପେଶାଲ ସ୍କ୍ୱାର୍ଡ ହାତରେ ଖଣି ମାଫିଆ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଖରି ମାଫିଆ ଧରୁଥିଲେ 9 mm କାବାଇନର ବନ୍ଧୁକ । ସ୍ପେଶାଲ ସ୍କ୍ୱାର୍ଡ ହାତରେ ଧରାପଡିବା ପରେ ତାଙ୍କ ନିକଟରୁ ବନ୍ଧୁକ,ଗୁଳି,ପିସ୍ତଲ ଜବତ କରାଯାଇଛି । କୌଣସି ଏକ ବଡ ଅପରାଧ କରିବା ପୂର୍ବରୁ ସ୍ପେଶାଲ ସ୍କ୍ୱାର୍ଡ ତୋମଣ୍ଡୋ ଠାରେ କାବୁ କରିଥିଲା । ମୁଖ୍ୟ ଅଭିଯୁକ୍ତ ହେଉଛି ସଂଜୟ ଖୁଣ୍ଟିଆ ଯାହା ନାଁରେ ଧଉଳି ଥାନାରେ ଅନେକ ଅପରାଧିକ ମାମଲା ରହିଛି ।

ସମାନ ଅଭିଯୋଗ ମଧ୍ୟ ଅନ୍ୟ ୩ଜଣ ଅପରାଧି ବଟକୃଷ୍ଣ ପାଣିଗ୍ରାହୀ,ପ୍ରକାଶ ରାଉତରାୟ, ଶିବ କୁମାରଙ୍କ ନାଁରେ ରହିଛି । ଏ ତମାମ ଅପରାଧିଙ୍କୁ ତୋମାଣ୍ଡ ପୋଲିସ ଧରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ତିନୋଟି ମୋବାଇଲ କାର ମଧ୍ୟ ଜବତ କରିଛି । ଖଣି ମାଫିଆ ଭାବେ କିପରି ଖଣି ନିଲାମ ହେବ କିପରି ଅପରେଟ ହେବ ଆଦି ମାଫିଆଗିରି କରି ନିଜର ପରିଚୟ ସୃଷ୍ଟି କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି