Masthead

ଜିଲ୍ଲା ଶିକ୍ଷାଧିକାରୀ କାର୍ୟ୍ୟାଳୟ ସମ୍ମୁଖରେ ଓଷ୍ଟା ଶିକ୍ଷକଙ୍କ ଧାରଣା

ମାଲକାନଗିରି(ବଡ଼ ଖବର ବ୍ୟୁରୋ):  ସାରା ରାଜ୍ୟରେ ଓଷ୍ଟା ପକ୍ଷରୁ ଅଗଷ୍ଟ ୯ ତାରିଖକୁ କ୍ରାନ୍ତି ଦିବସ ରୂପେ ପାଳନ କରାଯାଉଛି। ଏହି କ୍ରାନ୍ତି ଦିବସରେ ମାଲକାନଗିରି ଜିଲ୍ଲାର ଶତାଧିକ ଶିକ୍ଷକ ବିଭିନ୍ନ ଦାବି ଗୁଡ଼ିକ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଶିକ୍ଷକ ମାନଙ୍କର ଯେଉଁ ସବୁ ସମସ୍ୟା ଗୁଡିକ ରହିଛି ଯେମିତି ବିନା ଅନୁଦାନରେ ଚାଲୁଥିବା ସ୍କଲକୁ ଅନୁଦାନ, ରିଟାର୍ଡ ହବାକୁ ବସିଥିବା ଶିକ୍ଷକଙ୍କୁ ଏ ପର୍ୟ୍ୟନ୍ତ ଚାକିରି ସର୍ତ୍ତାବଳୀ ଲାଗି ନାହିଁ , ପେନସନ ସୁବିଧା, ପୂର୍ଣ୍ଣ ଅନୁଦାନ ସ୍କଲକୁ ସରକାରୀ କରଣ,୨୮୦୦ ଗ୍ରେଡପେରେ ଥିବା ଅସଙ୍ଗତି ଦୂରୀକରଣ, ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ନିର୍ଦ୍ଦେଶ ଆରଏସପିକୁ ସରକାର ମାନୁ ନାହାଁନ୍ତି, ସାଂସ୍କୃତିକ ଶିକ୍ଷକଙ୍କୁ ଟିଜିଟି ସ୍କେଲ ପ୍ରଦାନ ଭଳି ଦାବି ରହିଥିବା ବେଳେ ଯଦି ସରକାର ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଓଷ୍ଟା ଶିକ୍ଷକଙ୍କ କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା