Masthead

୧୩ ଥର ଲଞ୍ଚ, ୧୩ ଥର ଫେଲ: ଅମିତ ଶାହ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲୋକ ସଭାରେ ବିରୋଧୀ ଦଳ ‘ଇଣ୍ଡିଆ’ର ଅନାସ୍ଥା ପ୍ରସ୍ତାବକୁ ନେଇ ବୁଧବାର ଆଲୋଚନା ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସରକାରଙ୍କ ତରଫରୁ ଜବାବ ରଖିଥିଲେ। ଏହି ସମୟରେ ସେ ନାଁ ନ ନେଇ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଥିଲେ। ଶାହା କହିଛନ୍ତି, ଏହି ଗୃହରେ ଏପରି ଜଣେ ନେତା ଅଛନ୍ତି, ଯାହାଙ୍କୁ ୧୩ଥର ଲଞ୍ଚ କରାଗଲାଣି, କିନ୍ତୁ ୧୩ ଥର ବିଫଳ ହୋଇଛନ୍ତି। ତାଙ୍କର ଗୋଟିଏ ଲଞ୍ଚ୍‌ ଏହି ଗୃହରେ ହୋଇଥିଲା।

ଜଣେ ଗରିବ ମା’ ବୁନ୍ଦେଲଖଣ୍ଡର ଥିଲେ। ନାମ ଥିଲା କଳାବତି। ସେ ତାଙ୍କ ଘରେ ଖାଇବାକୁ ଗଲେ। ତାଙ୍କ ଦାରିଦ୍ର୍ୟ ଶୁଣି ଏଠାରେ ଆସି ବର୍ଣ୍ଣନା କଲେ। ସରକାର ୬ ବର୍ଷ ଧରି ଚାଲିଥିଲା। ସେ କଳାବତିଙ୍କୁ କ’ଣ ସହାୟତା କଲେ? ସେହି କଳାବତିଙ୍କୁ ଘର, ବିଦ୍ୟୁତ, ଶୌଚାଳୟ, ଗହମ ମୋଦି ସରକାର ଯୋଗାଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯଦି ଆପଣ ଆଣିଛନ୍ତି ତାହାଲେ କିଛ ିତ ମୁଦ୍ଦା ରହିବା ଦରକାର । ମୁଁ ସମସ୍ତଙ୍କ ଭାଷଣ ଶୁଣିଲି ।

ଏତବରେ କିଛି ବି ମଚଦ୍ଦା ପାଇଲି ନାହିଁ । କେବଳ ଦ୍ୱନ୍ଦ ସୃଷ୍ଟି କରିବାକୁ ଏହି ପ୍ରସ୍ତାବ ଅଣାଯାଇଛି । ଶାହ ଦାବି କରିଛନ୍ତି ଯେ ପିଏମ ମୋଦୀଙ୍କ ସରକାର ଉପରେ ଲୋକଙ୍କ ସର୍ବାଧିକ ବିଶ୍ୱାସ ରହିଛି। ୩୦ ବର୍ଷ ପରେ, ଲୋକମାନେ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହିତ ଏକ ସରକାର ଚୟନ କରିଛନ୍ତି । ସ୍ୱାଧୀନତା ପରେ ପିଏମ ମୋଦୀ ହେଉଛନ୍ତି ସବୁଠାରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ। ଏହା ମୁଁ କହୁ ନାହିଁ ସର୍ଭେ କହୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା