Masthead

ଟାଟା ଷ୍ଟିଲ ଫେରୋ ଆଲୋଏଜ୍ ପ୍ଲାଣ୍ଟରେ ଶ୍ରମିକ ଅଶାନ୍ତି

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): ଯୋଡା ସ୍ଥିତ ଟାଟା ଷ୍ଟିଲ ଫୋରୋ ଆଲୋଏଜ ପ୍ଲାଣ୍ଟରେ ଦେଖାଦେଇଛି ଶ୍ରମିକ ଅଶାନ୍ତି । ଠିକା ଶ୍ରମିକ ମାନଙ୍କୁ ଦରମା ପ୍ରଦାନରେ ବିଳମ୍ବକୁ ନେଇ ଦେଖାଦେଇଛି ଅସନ୍ତୋଷ ।

ୟୁନାଇଟେଡ଼ ଇନଫ୍ରାକୋର୍ ନାମକ ଠିକା ସଂସ୍ଥା ଅଧିନରେ କାମକରୁଥିବା ଏହି ଶ୍ରମିକମାନଙ୍କୁ ଦରମା ଦେବାରେ ପାତର ଅନ୍ତର କରାଯାଉଛି । ସେହିପରି ସେମାନଙ୍କୁ ପେ ସ୍ଲିପ୍ ଦିଆଯାଉନଥିବା ବେଳେ, ପି ଏଫ୍ କଟୁଛି କି ନାହିଁ ତା’ର ସୂଚନା ମିଳୁନାହିଁ । ଛୁଟି ଦିନରେ କାମ କରାଉଥିଲେ ବି ତା’ର ପାରିଶ୍ରମିକ ଦିଆଯାଉନାହିଁ ।

ଏଥିସହ ମେଡ଼ିକାଲ ଫ୍ୟାସିଲିଟି ମିଳୁନାହିଁ ବୋଲି ଶ୍ରମିକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ସଂପୃକ୍ତ ଠିକା ସଂସ୍ଥାର ଅଧିକାରୀ, ଶ୍ରମିକଙ୍କ ସହ ଆଲୋଚନା କରିବା ପରେ ଶ୍ରମିକମାନେ କାମରେ ଯୋଗ ଦେଇଛନ୍ତି । ୨ ଦିନ ଭିତରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼