Masthead

ବିଜେପି ବିଜେଡି ଭିତରେ ନିର୍ଣ୍ଣାୟକ ଲଢେଇ ହେବ, ବିଜେପି ଯଶସ୍ୱୀ ହେବ : ମନମୋହନ ସାମଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ବିଜେଡି ବିଜେପି ସମ୍ପର୍କ କେତେଦିନ ରେକର୍ଡ ବଜେଇବା, ସ୍ୱାଧୀନତା ଦିବସରେ ଅଥଚ ଏହାକୁ ନ ବଜାଯାଉ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହଲ ସାମଲ । ସେ କହିଛନ୍ତି ଲଢେଇ ଦୁଇ ଦଳ ଭିତରେ ହେବ । ନିର୍ଣ୍ଣାୟକ ଲଢେଇ ହେବ । ବିଜେପି ବିଜେଡି ଭିତରେ ହିଁ ଲଢେଇ ହେବ, ବିଜେପି ଯଶସ୍ବୀ ହେବ । ଲୋକମାନେ ଆମ ସଂଗେ ଅଛନ୍ତି ଆଉ କଂଗ୍ରେସ କଥା ଗାଁ ଗହଳିର ଲୋକମାନେ କହିବେ । ଆଗୁଆ ନିର୍ବାଚନ ଲାଗି ଆମେ ପ୍ରସ୍ତୁତ ଅଛୁ । ଆଗୁଆ ନିର୍ବାଚନ କଥା ମୁଁ ଏକ ବର୍ଷ ହେଲା କହି ଆସୁଛି, ତାଙ୍କର ଆଗୁଆ ନିର୍ବାଚନର ଯୋଜନା ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ