Masthead

୬ ଅପରାଧୀଙ୍କୁ ଜଣେ ସୁରକ୍ଷାକର୍ମୀ

ଭୁବନେଶ୍ୱର (ବଡ ଖବର ବ୍ୟୁରୋ) ଓଡ଼ିଶା କାରାଗାର ପାଇଁ ଆସିଲା କେନ୍ଦ୍ର ସରକାରଙ୍କ ନିୟମାବଳୀ । ଏଣିକି କାରାଗାରରେ ରହୁଥିବା କଏଦୀମାନଙ୍କ ଅଧିକାର ଭଙ୍ଗ ହେବ ନାହିଁ । ଜେଲ ପ୍ରଶାସନ ଅପରାଧକୁ ଭିତ୍ତି କରି କଏଦୀଙ୍କୁ ଶ୍ରେଣୀଭୁକ୍ତ କରିବେ । ଜେଲ କର୍ତ୍ତୃପକ୍ଷ ସିଭିଲ ପ୍ରିଜିନର, ମହିଳା କଏଦୀଙ୍କୁ ଶ୍ରେଣୀଭୁକ୍ତ କରିବେ ।

ଦୋଷୀ, ଯୁବ ଅପରାଧୀ ଏବଂ ଅଭ୍ୟାସଗତ ଅପରାଧୀଙ୍କୁ ମଧ୍ୟ ଶ୍ରେଣୀଭୁକ୍ତ କରାଯିବ । ପ୍ରତି ଜେଲରେ ୬ ଜଣଙ୍କ ପାଇଁ ମୁତୟନ ହେବେ ଜଣେ ଲେଖାଏଁ ସୁରକ୍ଷା କର୍ମଚାରୀ । କଏଦୀଙ୍କ ଚିକିତ୍ସା ପାଇଁ ପ୍ରିଜିନର ହସ୍ପିଟାଲ ଏ ଏବଂ ବି ରହିଥିବା ବେଳେ କଏଦୀଙ୍କ ଚିକିତ୍ସା ବାହାର ହସ୍ପିଟାଲରେ ମଧ୍ୟ ହୋଇପାରିବ । ନିଶା ସେବନ କରୁଥିବା କଏଦୀଙ୍କ ମଧ୍ୟ ଚିକିତ୍ସିତ ହେବ । ଏ ନେଇ ବିଭିନ୍ନ ସଚେତନତାମୂଳକ କାର୍ୟ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ଦୋଷୀ ପ୍ରମାଣିତ କଏଦୀଙ୍କୁ ମାସକୁ ଦୁଇ ଥର ସାକ୍ଷାତକାର କରାଯିବ । ଏହାସହ ଜେଲରେ ରହୁଥିବା କଏଦୀଙ୍କୁ ଧନ୍ଦାମୂଳକ କାର୍ୟ୍ୟର ପ୍ରଶିକ୍ଷଣ ଦିଆଯିବ । କାର୍ୟ୍ୟ ଅନୁଯାୟୀ କଏଦୀଙ୍କ ବର୍ଗୀକରଣ କରିବେ ଜେଲ କର୍ତ୍ତୃପକ୍ଷ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ