Masthead

କଂଗ୍ରେସ ଅଧ୍ୟକ୍ଷ ରେଭନ୍ତ ରେଡ୍ଡୀଙ୍କ ବିରୋଧରେ ମାମଲା ରୁଜୁ

ବେଙ୍ଗାଲୁର (ବଡ଼ ଖବର ବ୍ୟୁରୋ):  ତେଲେଙ୍ଗାନା କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ମାମଲା ରୁଜୁ । ଗୋଟିଏ ନୁହେଁ ରୁଜୁ ହୋଇଛି ତିନୋଟି ମାମଲା । ପୋଲିସ ଅଧିକାରୀଙ୍କୁ ଧମକପୂର୍ଣ୍ଣ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କଂଗ୍ରେସ ଅଧ୍ୟକ୍ଷ ରେଭନ୍ତ ରେଡ୍ଡୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ରେଡ୍ଡୀଙ୍କ ବିରୋଧରେ ତିନୋଟି ଏଫଆଇଆର୍‌ ପଞ୍ଜିକୃତ ହୋଇଥିବା ପୋଲିସ କହିଛି। ରେଡ୍ଡୀ କହିଥିଲେ ଯେ ଲାଲ ଡାଏରୀରେ କିଛି ପୋଲିସ ଅଧିକାରୀଙ୍କ ନାମ ରହିଛି। ଯଦି କଂଗ୍ରେସ ଦଳ ରାଜ୍ୟରେ କ୍ଷମତାକୁ ଆସେ ତେବେ ସେହି କର୍ମଚାରୀଙ୍କୁ ହଟାଇ ଦିଆଯିବ।

ଯାହାକୁ ନେଇ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ନାଗରକର୍ନୁଲ ଏସପି କେ ମନୋହର କହିଛନ୍ତି, ରେଡ୍ଡୀଙ୍କ ବିରୋଧରେ ପ୍ରଥମ ଏଫଆଇଆର ନାଗରକର୍ନୁଲ ପୋଲିସ ଷ୍ଟେସନରେ ଆଇପିସି ଧାରା ୧୫୩ ଏବଂ ୫୦୪ ରୁଜୁ ହୋଇଛି। ଦ୍ୱିତୀୟ ଏଫଆଇଆର ବୁଥପୁର ପୋଲିସ ଷ୍ଟେସନରେ ଧାରା ୧୫୩,୫୦୪,୫୦୫(୨) ଏବଂ ୫୦୬ ରୁଜୁ ହୋଇଛି। ଏବଂ ତୃତୀୟ ମାମଲା ଜାଡେରଲା ପୋଲିସ ଷ୍ଟେସନରେ ୧୫୩,୫୦୪,୫୦୫(୨) ଏବଂ ୫୦୬ ଅଧୀନରେ ଏଫଆଇଆର ରୁଜୁ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ