Masthead

ଚନ୍ଦ୍ରରୁ ଏହା ହେଉଛି ପ୍ରଥମ ଫଟୋ … ମୁନ ମିଶନର ମଜାକ ଉଡାଇଲେ ଅଭିନେତା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚନ୍ଦ୍ରାୟନ-୩ ମୁନ ମିଶନର ଶେଷ ପର୍ଯ୍ୟାୟ । ଇତିହାସ ରଚିବାକୁ ଯାଉଛି ଇସ୍ରୋ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ସେହି ବିଶେଷ ମୂହୁର୍ତ୍ତକୁ ଚାହିଁ ରହିଛନ୍ତି ଦେଶବାସୀ । କିନ୍ତୁ ଏହାରି ଭିତରେ ଚନ୍ଦ୍ରାୟନ -୩ କୁ ନେଇ ଅଭିନେତା ପ୍ରକାଶ ରାଜ ଏକ ଟ୍ୱିଟ କରିଛନ୍ତି ।

ଯେଉଁଥିରେ ପ୍ରକାଶ ଏକ କାର୍ଟୁନ ଫଟୋ ସେୟାର କରିଛନ୍ତି । ଜଣେ ଲୋକ ଲୁଙ୍ଗିପିନ୍ଧି ଚା ବିକ୍ରି କରୁଥିବା ନଜର ଆସିଛି । ଆଉ ପ୍ରକାଶ ଲେଖିଛନ୍ତି ଏହା ହେଉଛି ଲାଟେଷ୍ଟ ନୁ୍ୟଜ …ଚନ୍ଦ୍ରରୁ ଏହା ହେଉଛି ପ୍ରଥମ ଫଟୋ ।

ଯାହା ପବିକ୍ରମ ଲ୍ୟାଣ୍ଡର ସେୟାର କରିଛି । ଯାହାକୁ ନେଇ ପ୍ରକାଶ ବିବାଦରେ ଛନ୍ଦି ହୋଇପଡିଛନ୍ତି। ତାଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଉଛି। ଲୋକମାନେ ପ୍ରକାଶ ରାଜଙ୍କ ଏହି ଟ୍ୱିଟକୁ ନା ପସନ୍ଦ କରୁଛନ୍ତି । ଜଣେ ୟୁର୍ଜସ ଲେଖିଛନ୍ତି ‘ ପ୍ରକାଶ ଆମର ବୈଜ୍ଞାନିକମାନଙ୍କୁ ଅପମାନିତ କରୁଛନ୍ତି । ଇସ୍ରୋର ମଜାକ ଉଡ଼ାଉଛନ୍ତି । ତାଙ୍କୁ ପଚାରିବା ଦରକାର ସେ କାହା ପାଇଁ ଏହା କରୁଛନ୍ତି? ଲଜ୍ଜାଜନକ … ‘ଅନ୍ୟ ଜଣେ ଜଣେ ୟୁଜର୍ସ ଲେଖିଛନ୍ତି – ନେତାମାନଙ୍କୁ ଟ୍ରୋଲ କରିବା ଠିକ ଅଛି କିନ୍ତୁ ଆମ ଦେଶକୁ ଟ୍ରୋଲ କରିବା ଗ୍ରହଣୀୟ ନୁହେଁ … ‘

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼