Before Header

୧୭ରେ ଆସିବେ ହେମା ମାଳିନୀ

0 1,028

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୧୭ରେ ଓଡ଼ିଶା ଆସିବେ ହେମା ମାଳିନୀ । ରାଜ୍ୟର ୩ଟି ସ୍ଥାନରେ ସାଧାରଣ ସଭାରେ ଯୋଗଦେବେ । ଉତ୍ତର ଭୁବନେଶ୍ୱର, କିଶନ ନଗର, ପିପିଲିରେ ସଭା । ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା

Leave A Reply

Your email address will not be published.