ସୋସିଆଲ ମିଡିଆରେ ଦେବାଦେବୀଙ୍କ ଫଟୋକୁ ବିକୃତ କରିବା ପ୍ରତିବାଦରେ ୧୨ ଘଣ୍ଟିଆ ଖଡିଆଳ ବନ୍ଦ

ଖଡିଆଳ(ବଡ଼ ଖବର ବ୍ୟୁରୋ): ହିନ୍ଦୁ ଦେବାଦେବୀଙ୍କୁ ଅଶ୍ଳୀଳ ଏବଂ ଅପମାନ ସୂଚକ ଭିଡିଓ ଫେସବୁକରେ ପୋଷ୍ଟ ଘଟଣା ନେଇ ସମସ୍ତ ହିନ୍ଦୁ ସଙ୍ଗଠନ ପକ୍ଷରୁ ଖଡିଆଳ ବନ୍ଦ ଡାକରା ଦିଆଯାଇଛି । ଖଡିଆଳ ସହର ଜଣେ ମୁସଲମାନ ଯୁବକ ହିନ୍ଦୁ ଦେବାଦେବୀଙ୍କୁ ଅଶ୍ଳୀଳ ଏବଂ ଅପମାନ ସୂଚକ ଭିଡିଓ ଫେସବୁକରେ ପୋଷ୍ଟ କରିଥିଲେ ।

ଏହି ଘଟଣା ନେଇ ସମସ୍ତ ହିନ୍ଦୁ ସଙ୍ଗଠନ ପକ୍ଷରୁ ଖଡିଆଳରେ ବନ୍ଦ ପାଳିତ ହୋଇଛି। ଏହି ବନ୍ଦ ପାଳନରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସରକାରୀ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ସ୍କୁଲ, କଲେଜ, ବନ୍ଦ ରହିଛି। ଏହି ଉପଲକ୍ଷେ ଅନୁଷ୍ଠାନ ସଦସ୍ୟମାନେ ବାଇକରେ ପେକେଟିଙ୍ଗ କରିଥିବା ବେଳେ ଖଡିଆଳ ଥାନା ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଧର୍ମ ଏବଂ ସମ୍ପ୍ରଦାୟକୁ ଆକ୍ଷେପ ଗ୍ରହଣ କରାଯିବ ନାହିଁ ବୋଲି ସଙ୍ଗଠନ ପକ୍ଷରୁ ପ୍ରକାଶ ।

ଏହି ବନ୍ଦ ପାଳନରେ ବସ ଯାନବାହାନ ଚଳାଚଳ ସ୍ୱାଭାବିକ ରହିଥିବା ବେଳେ ୩୫୩ ନମ୍ୱର ଜାତୀୟ ରାଜପଥ ମଧ୍ୟ ସ୍ୱାଭାବିକ ରହିଛି। ଖଡିଆଳ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ସମସ୍ତ ଛକ ଏବଂ ଜନଗହଳି ସ୍ଥାନରେ ପୋଲିସ ମୁତୟନ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!