Masthead

ପୋଖରୀରେ ଗଳିତ ଶବ

ପାଟକୁରା, (ବଡ଼ ଖବର ବ୍ୟୁରୋ): ପାଟକୁରା ଥାନା ଅନ୍ତର୍ଗତ କୋରୁଆ ହରିପୁରଠାରେ ଏକ ପରିତ୍ୟକ୍ତ ପୋଖରୀରୁ ଯୁବକର ଗଳିତ ଶବ ପୋଲିସ ଉଦ୍ଧାର କରିଛି । ମୃତକ ଜଣକ ସ୍ଥାନୀୟ ଗଜିପିଠି ଗ୍ରାମର ମିହିର ପରିଡ଼ାଙ୍କ ପୁଅ ଆଶୀର୍ବାଦ ପରିଡା ବୋଲି ଜଣାପଡିଛି । ମୃତ ଯୁବକ ଜଣେ ମାନସିକ ବିକୃତ ସହ ଭିନ୍ନକ୍ଷମ ବୋଲି ପଡୋଶୀ କହୁଛନ୍ତି । ସେ ଦୀର୍ଘ ୩ଦିନ ପୂର୍ବରୁ ନିଖୋଜ ଥିଲେ । ଏନେଇ ମଧ୍ୟ ‌ପରିବାର ପକ୍ଷରୁ ପାଟକୁରା ଥାନାରେ ଅଭିଯୋଗ ହୋଇଥିଲା । ଆଜି ସକାଳୁ ଉକ୍ତ ପରିତ୍ୟକ୍ତ ପୋଖରୀରେ ଗଳିତ ଶବ ଭାସୁଥିବା ଖବର ପ୍ରଚାରିତ ହେବା ପରେ ପରିବାର ଲୋକେ ଆସି ଶବ ଚିହ୍ନଟ କରିଛନ୍ତି । ଏନେଇ ମଧ୍ୟ ପାଟକୁରା ପୋଲିସକୁ ପରିବାର ପକ୍ଷରୁ ‌ଅବଗତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ