Masthead

ସ୍ୱାୟତ୍ତ ଶାସନ ଦିବସକୁ ନେଇ ରାଜନୀତି

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ସ୍ୱାୟତ୍ତ ଶାସନ ଦିବସକୁ ନେଇ ତେଜିଲା ରାଜନୀତି । ଆଜି ସ୍ୱାୟତ୍ତ ଶାସନ ଦିବସ ଜଗତସିଂହପୁର ପୌରପରିଷଦ ମଧ୍ୟରେ ବହୁତ ଆଡମ୍ବର ସହିତ ପାଳନ ହେଉଥିବା ବେଳେ କିନ୍ତୁ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ କୁ ଅଣଦେଖା କରାଯାଇଥିବାକୁ ନେଇ ବିଜେପିର ଜିଲ୍ଲା ପାର୍ଟି ଅଫିସ କାର୍ୟ୍ୟଳୟ ପରିଷର ମଧ୍ୟରେ ସାମ୍ବାଦିକ ସମ୍ମିଳନୀ ରଖିଲେ ଉପାଧ୍ୟକ୍ଷ । ପୌରପରିଷ ର ଅତିଥି ଚୟନ କମିଟିର ରାଜେନ୍ଦ୍ର ବିଶୋଇ ସଦସ୍ୟ ଥିବା ବେଳେ ଖୋଲାଖୋଲି ଭାବେ ତାଙ୍କ ପ୍ରସ୍ତାବକୁ ଅଣଦେଖା କରାଯାଇଛି । ଯାହାକି ପୌରପରିଷଦରେ ଏକ ଛତ୍ରବାଦୀ ଶାସନ ବୋଲି ସେ ଅଭିଯୋଗ କରିଛନ୍ତି । ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଆଜିର ବିଭିନ୍ନ ପ୍ରକଳ୍ପ ଉଦଘାଟନକୁ ନଯିବା ସହିତ ଅପରାହ୍ନରେ ହେବାକୁ ଥିବା ସଭାକୁ ବର୍ଜନ କରଛନ୍ତି ରାଜେନ୍ଦ୍ର ବିଶୋଇ । ଯଦି ଏହିପରି ଭାବେ ଆଗକୁ ଏଭଳି ଏକ ଛତ୍ରବାଦୀ ଶାସନ ପୌରପରିଷଦରେ ଚାଲେ ତେବେ ଏହାକୁ ତୀବ୍ର ବିରୋଧ କରାଯିବା ସହିତ କଂଗ୍ରେସ ସହିତ ହୋଇଥିବା ମେଣ୍ଟରୁ ମଧ୍ୟ ଦରକାର ପଡିଲେ ଓହରି ଯାଇପାରନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର