Before Header

ପୁଣି ଦାଦା ଅସୁସ୍ଥ

0 59

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି ପୁଣିଥରେ ଅସୁସ୍ଥ ହୋଇଥିବା ଖବର ଆସିଛି । ପୁଣିଥରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ କୋଲକାତା ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ପର୍ବୂରୁ ଅର୍ଥାତ ଗତ ଜାନୁଆରୀ ୨ରେ ସୌରଭଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୫ଦିନ ଚିକିତ୍ସିତ ହେବା ସହ ଦାଦାଙ୍କର ଆଞ୍ଜିଓପ୍ଳାଷ୍ଟିଂ କରାଯାଇଥିଲା । ଜାନୁଆରୀ ୭ରେ ଦାଦା ସୁସ୍ଥ ହୋଇ ଘରକୁ ଫେରିଥିଲେ ।

 

Leave A Reply

Your email address will not be published.