Masthead

ତାଳଚେର ବିଧାୟକଙ୍କ କ୍ୟାମ୍ପରେ ବୋମା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ତାଳଚେର ବିଧାୟକଙ୍କ କ୍ୟାମ୍ପରେ ବୋମା । ଭରତପୁର କ୍ୟାମ୍ପ ପରିସରରେ ବୋମା ପଡ଼ିଥିବା ସୂଚନା । ବୋମା କେଉଁଠୁ ଆସିଲା ଓ କିଏ ରଖିଲା ସ୍ପଷ୍ଟ ହୋଇନି । ଘଟଣାସ୍ଥଳରେ କୋଲିୟରୀ ପୋଲିସର ଛାନଭିନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍