Masthead

ବନ୍ଦର ସେବାରୁ ବହିଷ୍କାର ହେଲେ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର

ପାରାଦ୍ୱୀପ(ବଡ଼ ଖବର ବ୍ୟୁରୋ): ବନ୍ଦର ସେବାରୁ ବହିଷ୍କାର ହେଲେ ସୁପରିଟେଣ୍ଡ ଇଞ୍ଜିନିୟର ପ୍ରମୋଦ ବିନ୍ଧାଣୀ। ଜାଲ୍ ଜାତି ପ୍ରମାଣପତ୍ର ଦେଇ କରୁଥିଲେ ଚାକିରି। ୧୯୯୧ ମସିହାରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ପାରାଦ୍ଵୀପ ବନ୍ଦରରେ ନିଯୁକ୍ତି ପାଇଥିଲେ। ୨୦୦୨ରେ ନିର୍ବାହୀ ଯନ୍ତ୍ରୀ ଓ ୨୦୦୭ରେ ସୁପରିଟେଣ୍ଡ ଇଞ୍ଜିନିୟର ଭାବେ ପ୍ରମୋସନ ପାଇଥିଲେ।

୨୦୨୧ରେ ତଦନ୍ତ ପାଇଁ ଜାତୀୟ ଅନୁସୁଚିତ ଜନଜାତି କମିଶନ ପାରାଦ୍ଵୀପ ବନ୍ଦରକୁ ନିର୍ଦେଶ ଦେଇଥିଲେ। ୨୦୨୧ରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲା SLSC(ଷ୍ଟେଟ ଲେବଲ୍ ସ୍କୃଟିନ କମିଟି)ରେ ଥିଲା। ବିଭିନ୍ନ ଏଜେନ୍ସି ଦ୍ୱାରା ତଦନ୍ତ ରିପୋର୍ଟ ଅନୁଧ୍ୟାନ ପରେ SLSCଙ୍କ ସର୍ବଶେଷ ନିର୍ଦ୍ଦେଶ ପରେ ପ୍ରମୋଦ ବିନ୍ଧାଣୀଙ୍କୁ ବହିଷ୍କାର କରିଛି ପାରାଦ୍ଵୀପ ବନ୍ଦର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ