Masthead

ଛାତ୍ର ନିର୍ବାଚନ ହେଲେ ନୂଆ ପିଢ଼ି ରାଜନୀତିକୁ ଆସିବା ପାଇଁ ସୁଯୋଗ ପାଇବେ ; ତାରା ପ୍ରସାଦ ବାହିନୀପତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଛାତ୍ର ସଂସଦକୁ ନେଇ ତାରା ପ୍ରସାଦ ବାହିନୀପତିଙ୍କ ବୟାନ । ସେ କହିଛନ୍ତି,ଛାତ୍ର ସଂସଦ ନିର୍ବାଚନକୁ ଭୟ କରୁଛି ବିଜେଡି । ଦୁର୍ଭାଗ୍ୟ ଜନକ ଓ ନିନ୍ଦନୀୟ କଥା। ଛାତ୍ର ନିର୍ବାଚନ ହେଲେ ନୂଆ ପିଢ଼ି ରାଜନୀତିକୁ ଆସିବା ପାଇଁ ସୁଯୋଗ ପାଇବେ। ଛାତ୍ର ରୁ ଯୁବ ତାପରେ ସାଧାରଣ ଜନତାଙ୍କ ନେତା ହୋଇପାରିବେ।ନେତା ଶୂନ୍ୟ କରିବା ପାଇଁ ଏବଂ ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ବିଜେଡି ପଦକ୍ଷେପ ନେଉଛି।

ରାଜ୍ୟ ସରକାର ଡରୁଛନ୍ତି ଛାତ୍ର ସଂସଦ ନିର୍ବାଚନ ହେଲେ ବିଜେଡି ଯଦି ପରାଜୟ ହେବ ତେବେ ନିର୍ବାଚନ ବର୍ଷ ଥିବାରୁ ସେ ଭୟରେ କରୁ ନାହାନ୍ତି। ଛାତ୍ର ନିର୍ବାଚନକୁ ବନ୍ଦ କରିଦେଇଛନ୍ତି।ବାହାରିଥିବା ଚିଠା ପ୍ରସ୍ତାବରେ ବି ଛାତ୍ର ନିର୍ବାଚନ କୁ ସ୍ଥାନ ଦେଇନାହାନ୍ତି।ଆଗରୁ କଣ ନିର୍ବାଚନ ହେଉନଥିଲା କି ? ରାଜ୍ୟର ତୁଙ୍ଗ ନେତା କେମିତି ସୃଷ୍ଟି ହେଲେ ।ଶାସକ ବିଜେଡିରେ ଥିବା ନେତା ବା ଛାତ୍ର ନିର୍ବାଚନରୁ ସୃଷ୍ଟି ହୋଇଛନ୍ତି।ସେତେ ବେଳେ କଣ କିଛି ହେଉନଥିଲା ଏବେ ନବୀନ ସରକାର ରେ ହୋଇଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ