ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଗାଡିକୁ ଧରିଲା ପୋଲିସ

ମାଲକାନଗିରି (ବଡ଼ ଖବର ବ୍ୟୁରୋ):ପୁଷ୍ପା ଚଳଚ୍ଚିତ୍ର ଭଳି ଗାଡିକୁ ଗୋଡ଼ାଇ ଗୋଡ଼ାଇ ଗଞ୍ଜେଇ ଧରିଲା ଚିତ୍ରକୋଣ୍ଡା ପୋଲିସ । ଗତ ମଧ୍ୟାନ ରାତ୍ରିରେ ଆନ୍ଧ୍ର ଓଡିଶା ସୀମା ପାଖରେ ଓଡିଶା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ ପିକପ ଗାଡି ଓ ଟ୍ରକ ଦ୍ରୁତ ଗତିରେ ଯାଉଥିବା ଦେଖିଥିଲା ପୋଲିସ । ସଙ୍ଗେ ସଙ୍ଗେ ପୋଲିସ ଗାଡି ସେହି ପିକପ ଭ୍ୟାନକୁ ପିଛା କରିବା ଆରମ୍ଭ କରିଥିଲା । ଗୋଡ଼ାଇ ଗୋଡ଼ାଇ ଗାଡିଟିକୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ । ପିକପ ଭ୍ୟାନରେ ଗଞ୍ଜେଇ ଆନ୍ଧ୍ରର ଦାରାକୋଣ୍ଡାକୁ ଚାଲାଣ ହଉଥିବା ସୂଚନା ମିଳିଥିବା ବେଳେ ଘଟଣା ସ୍ଥଳରୁ ଗୋଟିଏ ପିକପ ଭ୍ୟାନ ଓ ଗୋଟିଏ ଟ୍ରକକୁ ଜବତ କରିଛି ଚିତ୍ରକୋଣ୍ଡା ପୋଲିସ । ଗାଡ଼ିରେ ଥିବା ସମସ୍ତ ଚାଲାଣକାରୀ ଫେରାର ହୋଇ ଯାଇଥିବା ସୂଚନା ମିଳିଛି ।ଗାଡ଼ି ରେ ୧୦୦୦ ଳଶ ଗଂଜେଇ ଥିବା ସୂଚନା ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’