Masthead

ଆଉ ୧୧୦ ଦିନ ପରେ ସୂର୍ଯ୍ୟ ଓ ପୃଥିବୀର ମଝି ଏଲ୧ ପଏଣ୍ଟରେ ପହଞ୍ଚିବ ଆଦିତ୍ୟ ଏଲ୧

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଉ ଏକ ସଫଳତାରେ ପହଞ୍ଚିଲା ଆଦିତ୍ୟ L-1 ମିଶନ। TL-1 ମାନିଓଭର ସଫଳତାର ସହ ସମ୍ପନ୍ନ ନେଇ ଇସ୍ରୋର ସୂଚନା । ପୃଥିବୀ କକ୍ଷପଥ ଛାଡ଼ି ସୂର୍ଯ୍ୟମୁହାଁ ହେଲା ଆଦିତ୍ୟ L-1 । ଆଉ ୧୧୦ ଦିନ ପରେ ସୂର୍ଯ୍ୟ ଓ ପୃଥିବୀର ମଝି ଏଲ୧ ପଏଣ୍ଟରେ ପହଞ୍ଚିବ ଆଦିତ୍ୟ ଏଲ୧ । ଯାହା ପୃଥୀବିଠୁ ୧୫ ଲକ୍ଷ କିଲୋମିଟର ଦୂରରେ ରହିଛି । ଏଲ୍‌୧ ନିକଟରେ ମହାକାଶ ଯାନ ପହଞ୍ଚିବା ପରେ ସେଠାରୁ ଯେଉଁ ତଥ୍ୟ ସଂଗ୍ରହ କରିବ, ତାହା ସୌର ବାୟୁ ଏବଂ ମହାକାଶ ଜଳବାୟୁର ମୂଳ, ଏହାର ବେଗ ବୃଦ୍ଧି ସମ୍ପର୍କରେ ଆଲୋକପାତ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଅହମଦାବାଦର ସ୍ପେସ୍‌ ଆପ୍ଲିକେଶନ ସେଣ୍ଟର ସହଯୋଗରେ ଫିଜିକାଲ ରିସର୍ଚ୍ଚ ଲାବରେଟୋରି ଉକ୍ତ ଉପକରଣର ବିକାଶ କରିଛି। ସେପ୍ଟେମ୍ବର ୨ରେ ଆଦିତ୍ୟ-ଏଲ୍‌୧ ଲଞ୍ଚ୍‌ ହୋଇଥିଲା। ସୂର୍ୟ୍ୟଙ୍କ ସମ୍ପର୍କରେ ଅଧ୍ୟୟନ ଲାଗି ଏଥିରେ ୭ଟି ଭିନ୍ନ ଭିନ୍ନ ପେଲୋଡ୍‌ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା