Masthead

ଭରତୀୟ ସଂଙ୍ଗୀତ ଏବଂ ସଂସ୍କୁତି ଏବେ ଗ୍ଳୋବାଲ ହୋଇସାରିଛି:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ’ ରେଡିଓ କାର୍ଯ୍ୟକ୍ରମ । ଦେଶ ବିଦେଶରେ ପ୍ରଧାନ ମନ୍ତ୍ରୀଙ୍କ ‘ମନ୍ କି ବାତ’ କାର୍ଯ୍ୟକ୍ରମ ବହୁ ଲୋକପ୍ରିୟତା ହାସଲ କରିଛି । । ଆରମ୍ଭ ହୋଇଯାଇଛି ମୋଦିଙ୍କର ଏହି କାର୍ଯ୍ୟକ୍ରମ । ଏହା ହେଉଛି ୧୦୫ତମ ଏପିସୋଡ ରେଡିଓରେ ମନ କଥା କହୁଛନ୍ତି ମୋଦି । ଭାରତକୁ ମିଳିଥିବା ସଫଳତାର ପୁନରାବୃତ୍ତି କରୁଛନ୍ତି ପ୍ରଧାନମନ୍ତ୍ରୀ ।

ଚନ୍ଦ୍ରଯାନ ୩ ର ସଫଳତା ଏବଂ ଜି ୨୦ ସମ୍ମିଟର ସଫଳତା ଉପରେ ଆଲୋଚନା କରୁଛନ୍ତି ମୋଦି । କହିଛନ୍ତି, ଚନ୍ଦ୍ରଯାନର ସଫଳତା ଭାରତ ପାଇଁ ଗର୍ବର ବିଷୟ । ଏବେ ଭାରତର ସଫଳତା ସାରା ବିଶ୍ୱ ଦେଖୁଛି । ସ୍କିଲ ରୁଟ ଭଳି ଇକୋନୋମିକ କରିଡର ହେବ । ପର୍ଯ୍ୟଟନକୁ ନେଇ ଅନ୍ୟ ଦେଶ ମାନଙ୍କର ଭାରତ ପ୍ରତି ଆକର୍ଷଣ ବଢିଛି । ଭରତୀୟ ସଂଙ୍ଗୀତ ଏବଂ ସଂସ୍କୁତି ଏବେ ଗ୍ଳୋବାଲ ହୋଇସାରିଛି । ତେବେ ୨୦୧୪ ଅକ୍ଟୋବର ୩ ତାରିଖରେ ‘ମନ୍ କୀ ବାତ୍’ ର ପ୍ରଥମ ଏପିସୋଡର ସିଧାପ୍ରସାରଣ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା