Masthead

୧୮ଟି ନୈକାରେ ଆସିଥିଲେ ବରଯାତ୍ରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଆରମ୍ଭ ହୋଇଯାଇଛି ଆପ୍ ନେତା ରାଘବ ଚଢା ଓ ଅଭିନେତ୍ରୀ ପରିଣୀତିଙ୍କ ବିବାହ ଉସôବ । ରୀତିନିତି ଆରମ୍ଭ ହୋଇସାରିଥିବା ବେଳେ ନେହକାରେ ବାଯାତ୍ରୀଙ୍କୁ ଧରି ତାଜ ଲେକ ପ୍ୟାଲେସରୁ ଲିଲା ପ୍ୟାଲେସରେ ପହଞ୍ଚିଥିଲେ ରାଘବ । ଉଦୟପୁର ଲିଳା ପ୍ୟାଲେସରେ ସମ୍ପୂର୍ଣ୍ଣ ହୋଉଛି ଉଭୟଙ୍କର ବିବାହ । ଏହି ବିବାହ ଅବସରରେ ଅନେକ ରାଜନିତିକଙ୍କ ଠାରୁ ଆରମ୍ଭ କରି ମନୋରଞ୍ଜନ ବ୍ୟକ୍ତି ମାନେ ଉଦୟପୁରଠାରେ ପହଞ୍ଚିଥିଲେ । ପରିଣୀତି ବିବାହରେ ପିନ୍ଧିଥିବା କଷ୍ଟ୍ୟୁମକୁ ଡିଜାଇନ କରିଥିଲେ ମନିଷ ମଲହୋତ୍ରା ।

ତାଙ୍କ ବିବାହରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, କି୍ରକେଟରଙ୍କ ସହ ଅନ୍ୟାନ୍ୟ ଜଣାଶୁଣା ବ୍ୟକ୍ତିତ୍ୱ ମାନେ ଯୋଗଦେଇଥିଲେ । ଦ୍ୱିପହର ୧ରେ ରାଘବଙ୍କ ସେହେରାବାନ୍ଧି ସେରିମନି ହୋଇଥିଲା । ତାପରେ ବାହାରିଥିଲା ବରଯାତ୍ରୀ । ଅପରାହ୍ନ ୩ ଘଟିକା ସମୟରେ ଜୟମାଳା ଅଦଳବଦଳ ସହିତ ସାତଫେରା ହୋଇଥିଲା । ଏହା ସହ ଲିଲି ପ୍ୟାଲେସରୁ ରାତି ୮.୩୦ରୁ ଆରମ୍ଭ ହେବ ତାଙ୍କର ରିସେପସନ । ଏଥିରେ ପରିବାର ପରିଜନ, ଅନେକ ଷ୍ଟାର ଏବଂ ରାଜନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପରୀଣିତିଙ୍କ ବିବାହକୁ ତାଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରା ଆସିନଥିଲେ ସେ ତାଙ୍କୁ ଇନଷ୍ଟାଗ୍ରାମରେ ବିବାହର ଶୁଭେଚ୍ଛା ଜଣାଇଥିଲେ ।ପ୍ରିୟଙ୍କାର ସେହି ପୋଷ୍ଟଟି ଲୋକଙ୍କ ଭିତରେ ବେଶ ଚର୍ଚ୍ଚର ବିଷୟ ସାଜିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ