Masthead

ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତି ଏପରି, ଯଦି ସେ କିଛି କୁହନ୍ତି ତେବେ ମିଥ୍ୟା ହିଁ ହେବ: ପୱାନ ଖେରା

ମଧ୍ୟପ୍ରଦେଶ (ବଡ଼ ଖବର ବ୍ୟୁରୋ): ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ନେଇ ମୋଦିଙ୍କୁ ଟର୍ଗେଟ କରିଛନ୍ତି କଂଗ୍ରେସ ନେତା ପୱନ ଖେରା । ସେ କହିଛନ୍ତି ମଧ୍ୟପ୍ରଦେଶରେ ୫୧ ମିନିଟର ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ୪୪ ଥର କଂଗ୍ରେସ ନାଁ ନେଇଛନ୍ତି । ସରକାରଙ୍କ ସଫଳତା ବିଷୟରେ କହିବାକୁ କିଛି ତାଙ୍କ ପାଖରେ ନାହିଁ। ତେଣୁ ପ୍ରଧାନମନ୍ତ୍ରୀ କଂଗ୍ରେସ ନାଁ ଏତେଥର ନେଉଛନ୍ତି। ମଧ୍ୟପ୍ରଦେଶରେ କଂଗ୍ରେସ ମହିଳା ବିରୋଧୀ ବୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତ୍ତିକୁ ନେଇ ପୱନ ଖେରା କହିଛନ୍ତି ଯେ, ୧୯୮୯ରେ ରାଜୀବ ଗାନ୍ଧୀଙ୍କ ଦ୍ୱାରା ଆଣିଥିବା ମହିଳା ସଂରକ୍ଷଣ ବିଲ ରାଜ୍ୟ ସଭାରେ ପାରିତ ହୋଇପାରିବ ନାହିଁ କାରଣ ଅଟଳ ବିହାରୀ ବାଜପେୟୀ, ଲାଲ କୃଷ୍ଣ ଆଡଭାନୀ, ଭାଜପା ନେତା ରାମ ଜେଠମଲାନି ଏହାକୁ ବିରୋଧ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାବମୂର୍ତ୍ତି ଏପରି ହୋଇଛି ଯେ ଯଦି ସେ କିଛି କୁହନ୍ତି ତେବେ ମିଥ୍ୟା ହିଁ ହେବ। ଯେତେବେଳେ ପ୍ରଧାନମନ୍ତ୍ରୀ ତାଙ୍କ ପିଲାଦିନରେ ଆରଏସଏସ ଶାଖା ଯାଉଥିଲେ, ସେତେବେଳେ ଇନ୍ଦିରା ଗାନ୍ଧୀ ଦେଶର ମହିଳା ପ୍ରଧାନମନ୍ତ୍ରୀ ଭାବେ ପାକିସ୍ତାନକୁ ଜବାବ ଦେଇଥିଲେ। ପୱନ ଖେରା ଆହୁରି ମଧ୍ୟ କହିଛନ୍ତି ଯେ, ଚଳଚ୍ଚିତ୍ର ଅଭିନେତ୍ରୀମାନଙ୍କୁ ନୂତନ ସଂସଦକୁ ନିମନ୍ତ୍ରଣ କରାଯାଇଥିଲ । କିନ୍ତୁ ରାଷ୍ଟ୍ରପତିଙ୍କୁ ଡକାଯାଇ ନ ଥିଲା। କାରଣ ସେ ଜଣେ ଆଦିବାସୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ