Masthead

ବିଧାନସଭାରେ ଡାଲି ଭର୍ସେସ ପାଗଳ ଉପାଖ୍ୟାନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସୁଛି ନିର୍ବାଚନ । ବିଧାନସଭାରେ ଶାସକ, ବିରୋଧୀ କରୁଛନ୍ତି ଗର୍ଜନ । ଡାଲି ଏବଂ ପାଗଳ ଉପାକ୍ଷାନକୁ ନେଇ ସରଗରମ ରାଜ୍ୟ ରାଜନିତୀ । ଶାସକ ଦଳ କହୁଛି ବିରୋଧୀଙ୍କ ଭ୍ରଷ୍ଟ ହୋଇଗଲାଣି ମତି । ଏଥର ବିଧାନସଭାରେ କଣ ନଦେଖୁଛି ଏ ନୟନ । ସରକାର ବିରୋଧରେ କିଛି କହିଲେ ସିଧା ଗୃହରୁ ନିଲମ୍ବନ! ବିଜେପିର ଦୁଇ ବରିଷ୍ଠ ବିଧାୟକଙ୍କୁ ଗୃହରୁ ନିଲମ୍ବନ କରି ବିରୋଧୀଙ୍କୁ ବିରୋଧ କରିବା ଲାଗି ଆହୁରି ବଳ ଯୋଗାଇ ଦେଇଛି ବିଜୁ ଜନତା ଦଳା ଡାଲି ପ୍ରକରଣକୁ ନେଇ ଗୁରୁବାର ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଏବଂ ଲୋଇସିଙ୍ଗା ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ବାଚସ୍ପତି ପ୍ରମିଳା ମଲ୍ଲିକ ଅଧିବେଶନର ବାକି ସମୟ ତକ ଗୃହରୁ ନିଲମ୍ବନ କରିଛନ୍ତିା

ଏହାକୁ ନେଇ ରାଜନୀତି ଜୋର ଧରିଛିା ବାଚସ୍ପତି ଗୃହରେ ପାତରଅନ୍ତର କରୁଥିବା ବିରୋଧୀ କଂଗ୍ରେସ ଏବଂ ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ଶାସକ ଦଳ ବିଜେଡି ମଧ୍ୟ ବିରୋଧୀଙ୍କୁ ପ୍ରତି ଆକ୍ରମଣ କରିଛିା ବିରୋଧୀ ଦଳର ନେତାମାନେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ବୋଲି ବିଜୁ ଜନତା ଦଳର ବରିଷ୍ଠ ସଭ୍ୟ କହିଛନ୍ତି । ଏଥର ବିଧାନସଭାରେ ବେଶ ରୋଚକ ଦୃଶ୍ୟ ଦେଖିବାକୁ ମିଳୁଛିା ବିନା ବିରୋଧୀଙ୍କ ଉପସ୍ଥିତିରେ ବିଲ ପାଶ୍ ହୋଇଯାଉଛିା ସେପଟେ ବିରୋଧୀ ମଧ୍ୟ ଶାସକ ଦଳକୁ ଘନଘନ ଆକ୍ରମଣ କରୁଥିବାର ଦେଖିବାକୁ ମିଳୁଛିା କାରଣ ଆଗକୁ ନିର୍ବାଚନ ଆସୁଛିା

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼