ଧାରଣାରେ ବସିଲେ ସବକଣ୍ଟ୍ରାକ୍ଟର

ପାରାଦ୍ୱୀପ(ବଡ଼ ଖବର ବ୍ୟୁରୋ) : ଦୀର୍ଘ ୨ ବର୍ଷ ହେବ ସବକଣ୍ଟ୍ରାକ୍ଟର ୧୨କୋଟିରୁ ଉଦ୍ଧ୍ୱର୍ ଟଙ୍କା ଦେଉନାହିଁ ଆଇଓସିଏଲ । ୨୦୧୭ରେ ଠିକାସସ୍ଥା ପୁଞ୍ଜିଲୋଏଡ଼ ଆଇଓସିଏଲରୁ ଏକ କାମର ଟେଣ୍ଡର ପାଇଥିଲା । ଏହି କାମକୁ ସ୍ଥାନୀୟ କିଛି ଠିକାଦାରଙ୍କ ଦ୍ୱାରା ଠିକାସଂସ୍ଥା କରାଉଥିଲା । ମାତ୍ର ଟଙ୍କା ପୈଠ କରିବାରେ ପୁଞ୍ଜିଲୋଏଡ଼ ବିଫଳ ହୋଇଥିଲା । ବୁଝାମଣା ପରେ ଆଇଓସିଏଲ କର୍ତ୍ତୃପକ୍ଷ ଏହି ସବକଣ୍ଟ୍ରାକ୍ଟରଙ୍କୁ ନିଜେ ବିଲ୍ ଦେଉଥିଲେ । ଏବେ କାମ ସରିବା ପରେ ଆଇଓସିଏଲ ୧୨ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଫାଙ୍କିବାରେ ଲାଗିଛି । ବକେୟା ଟଙ୍କା ପାଇବାରେ ବିଫଳ ହେବାରୁ ଧାରଣାରେ ବସିଛନ୍ତି ୪୨ଜଣ ସବକଣ୍ଟ୍ରାକ୍ଟର। ବର୍ଷା ସତ୍ତ୍ବେ ୪୨କଣ୍ଟ୍ରାକ୍ଟର ଆଇଓସିଏଲ ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି । ଯଦି ତୁରନ୍ତ ବକେୟା ଅର୍ଥ ପ୍ରଦାନ କରାନଯାଏ ତେବେ ଆଇଓସିଏଲକୁ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’