Masthead

ବିକାଶରେ ବାଧକ ସାଜୁଛନ୍ତି ମନମୋହନ: ବ୍ୟୋମକେଶ ରାୟ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ସୋସିଆଲ ମିଡ଼ିଆରେ ଓଡ଼ିଶାର ବିଜେପି ସଭାପତିଙ୍କୁ କଟାକ୍ଷ କଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ।ସୋସିଆଲ ମିଡ଼ିଆର ନିଜ ମୋବାଇଲରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିକାଶର ପାଠ ପଢାଇଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ।ସେ ଲେଖିଛନ୍ତି ମନମୋହନ ସାମଲ ଭଦ୍ରକ ଚାନ୍ଦବାଲିର ବିକାଶରେ ବାଧକ ସାଜୁଛନ୍ତି।ସମସ୍ତ ବିକାଶ ମୁଳକ କାର୍ଯ୍ୟରେ ମିଛ ମନ୍ତବ୍ୟ ଦେଇ ନିଜର ଛବି ମଳିନ କରୁଛନ୍ତି ମନମୋହନ।

ଏଭଳି ମିଛ ମନ୍ତବ୍ୟ ପାଇଁ ମନମୋହନ ସାମଲ ଚାନ୍ଦବାଲି ବାସୀଙ୍କ ହୃଦୟକୁ କୁଠାରଘାତ କରିଛନ୍ତି।ଚାନ୍ଦବାଲି ଓ ଭଦ୍ରକ ରେ ବିକାଶ ସହି ପାରୁ ନାହାନ୍ତି ସାମଲ। ଏଭଳି ପୋଷ୍ଟକୁ ନେଇ ଚାନ୍ଦବାଲି ବିଜେଡି ଓ ବିଜେପି କର୍ମୀ ମାନଙ୍କ ମଧ୍ୟରେ ସୋସିଆଲ ମିଡ଼ିଆ ଯୁଦ୍ଧ ଲାଗି ରହିଛି।ଚାନ୍ଦବାଲି ବିଜେପି କର୍ମୀ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ୩ମାସର ୩୦କୋଟିର ଫାଟିଥିବା ବାଂଶଡା ସେତୁ ପାଠପଢାଇବା ସହିତ ଚାନ୍ଦବାଲିରେ ନୂତନ ବସଷ୍ଟାଣ୍ଟ ମରାମତି କଥା କହୁଥିବା ଦେଖିବାକୁ ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା