Masthead

ବଲ ଟୁର୍ଣ୍ଣାମେଂଟରେ ଓଡ଼ିଶା ଖେଳାଳିଙ୍କ କମାଲ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ଗୁଆହାଟି ଜାତୀୟ ଲନବଲ ଟୁର୍ଣ୍ଣାମଣ୍ଟେରେ ଓଡିଶା ଖେଳାଳି । ଗୁଆହାଟି ଜାତୀୟ ଲନ ବଲ ଟୁର୍ଣ୍ଣାମେଂଟରେ ଓଡିଶା ଖେଳାଳିଙ୍କ କମାଲ। ଟିମ଼ରେ ସାମିଲ ବଲାଙ୍ଗିରର ଖେଳାଳିମାନେ ସାତଟି ପଦକ ଜିତିବା ସହ ଓଡିଶାକୁ ଦେଶର ଚତୁର୍ଥ ସ୍ଥାନରେ ସ୍ଥାନିତ କରିବାରେ ସଫଳ ହୋଇଛନ୍ତି। ଏବଂ ଆଗକୁ ୩୭ତମ ଜାତୀୟ ଖେଳରେ ଭାଗ ନେବା ପାଇଁ ଏମାନେ ଯୋଗ୍ୟତା ହାସଲ କରିଛନ୍ତି ଓ ସେହିପରି ଓଡିଶାକୁ ଦେଶରେ ଚତୁର୍ଥ ସ୍ଥାନରେ ସ୍ଥାନିତ କରିଛନ୍ତି। ଗତ ମାସ ୨୧ ତାରିଖରୁ ଗୁଆହାଟିରେ ଏହି ଜାତୀୟସ୍ତରୀୟ ଲନ ବଲ ଟୁର୍ଣ୍ଣାମେଂଟ ଆୟୋଜିତ ହୋଇଥିଲା।

ଏଥିରେ ଓଡିଶା ଲନ ବଲ ସଂଘ ଓ ଓଡିଶା ସରକାରଙ୍କ କ୍ରୀଡା ବିଭାଗର ସହଯୋଗରେ ବଲାଙ୍ଗିରର ୧୪ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ। ଏମାନେ ୧୬ଟି ରାଜ୍ୟର ଖେଳାଳିଙ୍କୁ ପଛରେ ପକାଇ ୬ଟି ବ୍ରୋଞ୍ଜ ଓ ଗୋଟିଏ ସିଲଭର ପଦକ ଜିତିଛନ୍ତି। ଏଥିସହ ଓଡିଶା ଏହି ଖେଳରେ ଦେଶରେ ଚତୁର୍ଥ ସ୍ଥାନ ଅର୍ଜନ କରିଛି। ତେବେ ଆଗାମୀ ଦିନରେ ଗୋଆରେ ହେବାକୁ ଥିବା ୩୭ତମ ଜାତୀୟ ଖେଳରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟତା ହାସଲ କରି ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ