Masthead

ଓବିସି ଓ ପଛୁଆ ବର୍ଗଙ୍କ ସାଥ୍ ଦେଲେ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଓଡିଶା ସାକାରଙ୍କ ର ପଛୁଆ ଓ ଆଦିବାସୀ ଓ ଦଳିତଙ୍କ ସମ୍ପର୍କରେ ବିଧାନସଭାରେ କାହଁକି ଚର୍ଚ୍ଚା ହେଉନି ବୋଲି ବରିଷ୍ଠ ନେତା ଓ ପୁର୍ବତ୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ସରକାରଙ୍କ ଉପରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲେ । ୧୯୩୧ ମସିହାରେ ଜାତିଭିତ୍ତିକ ଗଣନା ଆଧାରରେ ଓଡିଶା ଦେଶର ନମ୍ବର ୱାନ ଗରିବ ରାଜ୍ୟ ହିସାବରେ ରହିଛି ବୋଲି କହିଛନ୍ତି ଶ୍ରୀକାନ୍ତ ଜେନା । ଏହାକୁ ନେଇ ପ୍ରଶ୍ନ ଉଠାଇ ବା ସହ ମହାତ୍ମା ଗାନ୍ଧୀ ୧୯୨୧ ମସିହାରେ କହିଥିଲେ ଦେଶର ଗରିବ କଣ ଓଡିଶା ଭଳି ରାଜ୍ୟ କୁ ଯାଇ ଦେଖ ସେ ସମ୍ପର୍କରେ ମଧ୍ୟ କହିଛନ୍ତି ।

ପଛୁଆ ବର୍ଗ ୫୪% ଚାକିରୀ କ୍ଷେତ୍ର ରେ ୧୧.୨୫% ଆଦିବାସୀ ଓ ଦଳିତ ୨୦% ଓ ଶିକ୍ଷାରେ ୦%ଓ ସାଧାରଣ ର୍ବଗ ୬% ଏହି ସବୁ ପ୍ରଶ୍ନ ଉଠାଇବା ଶହ ପ୍ରଶ୍ନ କରିଥିଲେ ରାଜ୍ୟସରକାରଙ୍କୁ । ଶିଳ୍ପ ଓ କଞ୍ଚା ମାଲ ର ଦର ଦିଆ ଯାଉ କିନ୍ତୁ ଶାଗ ମାଛ ଦରରେ ନୁହଁ ଯାହା ଫଳରେ ବାର୍ଷିକ ୧ କୋଟି ଟଙ୍କା ରାଜକୋଶକୁ ଆସିବ । ସେପଟେ ସରକାର ରତ୍ନଭଣ୍ଡାର ନିଲାମ କରି ଲୁଟ କରିଚାଲିଛନ୍ତି ସତର୍କ ହୋଇ ଯାନ୍ତୁ ସରକାର ନହେଲେ ଆଗାମୀ ଦିନରେ ବିକ୍ଷୋଭ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ