Masthead

ସମ୍ବଲପୁର ସାଂସଦଙ୍କୁ ରୋହିତ ପୂଜାରୀଙ୍କ ଟାର୍ଗେଟ, ୫ ବର୍ଷରେ କ’ଣ କରିଛନ୍ତି ସାଂସଦ ନୀତେଶ ଗଙ୍ଗଦେବ

ରେଢାଖୋଲ (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ସାଂସଦଙ୍କୁ ରୋହିତ ପୂଜାରୀଙ୍କ ଟାର୍ଗେଟ । ୫ ବର୍ଷରେ କ’ଣ କରିଛନ୍ତି: ରୋହିତ ପୂଜାରୀ । ସାଂସଦ ନୀତେଶ ଗଙ୍ଗଦେବଙ୍କୁ ରୋହିତଙ୍କ ଆକ୍ଷେପ । ରେଢାଖୋଲରେ ଜନସମ୍ପର୍କ ପଦଯାତ୍ରାରେ ଟାର୍ଗେଟ । ପାଞ୍ଚ ବର୍ଷ ମଧ୍ୟରେ ସମ୍ବଲପୁରର ସାଂସଦ ଏ ଅଞ୍ଚଳର ବିକାଶ ପାଇଁ କୌଣସି କାର୍ୟ୍ୟ କରିନାହାନ୍ତି । କୌଣସି ଲୋକଙ୍କ ସହିତ ମଧ୍ୟ ସମ୍ପର୍କ ରଖିନାହାନ୍ତି । ଏଭଳି ନେତାଙ୍କୁ ଜନସାଧାରଣ ପ୍ରତ୍ୟାଖ୍ୟାନ କରିବା କଥା ବୋଲି ରୋହିତ ପୂଜାରି କହିଛନ୍ତି ।

ନିର୍ବାଚନ ସମୟରେ ଲୋକଙ୍କ ପାଖକୁ ଯାଆନ୍ତି ଏବଂ ନିର୍ବାଚନ ସରିଗଲେ ଲୋକଙ୍କ ସମସ୍ୟାକୁ ସମ୍ପୂର୍ଣ ଭୁଲି ଯାଆନ୍ତି ସାଂସଦ । ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ନେତୃତ୍ୱରେ ରେଢ଼ାଖୋଲ ବିଜେଡି ତରଫରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ରେଢ଼ାଖୋଲ ଠାରେ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାପରେ ବିସିପାଲି ଛକ ଠାରୁ ଜନସାଧାରଣ ଓ ବିଜେଡି କର୍ମୀ ପଦଯାତ୍ରାରେ ଆସି କଦଳୀଗଡ ଠାରେ ଏକ ସଭାରେ ଯୋଗ ଦେଇ ଉପସ୍ଥିତ ଥିବା ସମସ୍ତ ଜନସାଧାରଣଙ୍କ ସହିତ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଉଦବୋଧନ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼