Masthead

ପିଡିଏସ୍ ଚାଉଳର ଚୋରା ଚାଲାଣବେଳେ ଧରିଲା ପୋଲିସ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗକୁ ସନ୍ଧ୍ୟାରେ ପିଡ଼ିଏସ୍ ଚାଉଳ ଚୋରା ଚାଲାଣ ହେଉଥିଲା । ଚୋରା ଚାଲାଣ ବେଳେ ରୂପସା ପୋଲିସ ଚଢାଉ କରି ଗାଡ଼ିରେ ଥିବା ୩୦ କ୍ବିଣ୍ଟାଲ ଚାଉଲକୁ ଜବତ କରିଥିବା ବେଳେ ଚାଳକ ଜଣକ ଘଟଣା ସ୍ଥଳରୁ ଚମ୍ପଟ୍ ମାରିଛି।ସୂଚନା ଅନୁସାରେ ଓଡ଼ି୧୧ଡ଼ି ୩୯୪୪ ନମ୍ବର ବିଶିଷ୍ଟ ପିକଅପ ଭ୍ୟାନରେ ପିଡ଼ିଏସ୍ ଚାଉଳ ପଶ୍ଚିମବଙ୍ଗକୁ ଚୋରା ଚାଲଣ ହେଉଥିବା ଖବର ପାଇ ରୂପସା ଥାନା ଅଧିକାରୀ ସଚ୍ଚିଦାନନ୍ଦ ଗିରି ଥାନା ସମ୍ମୁଖରୁ ପିକଅପଟିକୁ କାବୁ କରିଥିଲେ ।

କାବୁ କରିଥିଲା ବେଳେ ଚାଲାଣ ଚାଉଳର ଆବଶ୍ୟକୀୟ କାଗଜପତ୍ର ନଥିବାରୁ ଚାଳକ ଜଣକ ଘଟଣା ସ୍ଥଳରୁ ଚମ୍ପଟ ମାରିଛି। ଥାନା ଅଧିକାରୀ ପିକଅପ ସମେତ ସେଥିରେ ଭର୍ତ୍ତି ଥିବା ୩୦କ୍ବିଣ୍ଟାଲ ଚାଉଳ ଜବତ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।ଉକ୍ତ ଚାଉଳ ବାଲେଶ୍ୱରର ଦୀପ୍ତିକାନ୍ତ ସାହୁଙ୍କର ବୋଲି ଗାଡ଼ିରେ ଲାଗିଥିବା ବେନରରୁ ଜାଣିବାକୁ ମିଳିଛି। ଖବର ପାଇ ଏସଡ଼ିପିଓ ମାନସ କୁମାର ଦେଓ ରୂପସା ଥାନାରେ ପହଞ୍ଚି ଥାନା ଅଧୀକାରିଙ୍କ ସହଯୋଗରେ ଅଧିକ ତଦନ୍ତ ଜାରି ରଖିଛନ୍ତି।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ