Masthead

ଆଶା ନିଲମ୍ବନ ଖୁବଶୀଘ୍ର ପ୍ରତ୍ୟାହାର ହେବ: ଶରତ ପଟ୍ଟନାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବୟାନ । କହିଛନ୍ତି ଏଆଇସିସି ନିଲମ୍ବନ ପ୍ରତ୍ୟାହାର ନିଷ୍ପତ୍ତି ନେବେ କିନ୍ତୁ ଆଶା ଖୁବ୍ ଶୀଘ୍ର ହେବ। ମୋକିମଙ୍କ ନିଲମ୍ବନ ନିଷ୍ପତ୍ତି ଦିଲ୍ଲୀ ନେବ। ନିଲମ୍ବନ ପ୍ରତ୍ୟାହାର ହେଲେ ଆମେ ସ୍ଵାଗତ କରିବୁ। ଆମର ଅସୁବିଧା ନାହିଁ। ଏଆଇସିସି ଉପରେ ନିର୍ଭର କରେ। ସେମାନେ ଅଡିନାରୀ ବ୍ୟକ୍ତି ନୁହନ୍ତି। ତେଣୁ ତାଙ୍କ ନିଷ୍ପତ୍ତି ଏଆଇସିସି ନେବେ।

ମୋ ପାଖକୁ ତାଙ୍କ ନିଲମ୍ବନ ପ୍ରତ୍ୟାହାର ନେଇ କୌଣସି ପ୍ରସ୍ତାବ ଆସି ନାହିଁ । ଆସିଥିଲେ ମୁଁ ଦିଲ୍ଲୀ ପଠାଇ ଥାଆନ୍ତି । ଆସିଲେ ବି ପଠେଇବି। ଦିଲ୍ଲୀ ତାଙ୍କୁ ରିପୋର୍ଟ ମାଗିଥିଲା । ସେ ଦେଇଥିଲେ । ପରେ ଆକ୍ସନ ହୋଇଛି। ଏବେ ଏଆଇସିସି ଉପରେ ନିର୍ଭର କରେ । ଆଶା ଖୁବଶୀଘ୍ର ହେବ ପ୍ରତ୍ୟାହାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ