Masthead

ହବିଷ୍ୟାଳିଙ୍କୁ ମିଳିଲାନି ପ୍ରବେଶ

ପୁରୀ (ବଡ଼ ଖବର ବ୍ୟୁରୋ): ଆଜିଠାରୁ ଆରମ୍ଭ ହେବ ହଵିଷ୍ୟାଳି ଶିବିର । କିନ୍ତୁ ଗତକାଲି ରାତିରେ ଗଞ୍ଜାମ, ଜଗତସିଂହପୁର ପୁରୀର କୃଷ୍ଣପ୍ରସାଦରୁ ୬୦ରୁ ୭୦ ହଵିଷ୍ୟାଳି ମାନେ ପୁରୀ ଆସି ପହଞ୍ଚିଥିଲେ ନରେନ୍ଦ୍ର କୋଣର ହବିଷ୍ୟାଳୀ ଶିବିର ବୃନ୍ଦାଵତୀ ନିଵାସ ବାହାରେ। ରାତିରେ ଵୃନ୍ଦାବତୀ ନିବାସରେ ପ୍ରବେଶ କରାଇନଥିବାରୁ ବାହାରେ ବସିବାକୁ ବାଧ୍ୟ ହୋଇଥିଲେ ହବିଷ୍ୟାଳୀ। ବୃନ୍ଦାଵତୀ ନିବାସରେ ପ୍ରବେଶ କରାଇନଥିବାରୁ ଦୂର ଦୂରାନ୍ତୁ ଆସିଥିବା ହବିଷ୍ୟାଳୀ ମାନେ ହବିଷ୍ୟାଳୀ ଶିବିର ବାହାରେ ବସିରହିଥିଲେ ଯେଉଁ ମାନେ ଆସି ପୂର୍ବରୁ ପହଞ୍ଚିଯାଇଥିଲେ ସେମାନଙ୍କୁ ଯଦି ଭିତରେ ପ୍ରବେଶ କରାଇ ଦିଆଯାଇଥାନ୍ତା ତାହା ହେଲେ ସେମାନେ ବିଶ୍ରାମ ନେଇ ପାରିଥାନ୍ତେ । କିନ୍ତୁ ଦୁର୍ଭାଗ୍ୟ ହବିଷ୍ୟାଳୀଙ୍କ ଦୂରବସ୍ଥା।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ