Masthead

ଟନେଲରେ ଫସିଥିବା ଶ୍ରମିକଙ୍କ ସହ ଫୋନରେ କଥା ହେଲେ ପରିବାର ଲୋକେ

ବାରିପଦା (ବଡ଼ ଖବର ବ୍ୟୁରୋ):ଉତ୍ତରକାଶି ଟନେଲରେ ଫସିଥିବା ବେଢ଼ାକୁଦର୍ ଗ୍ରାମର ଧୀରେନ ନାଏକଙ୍କ ସହ ଫୋନ ରେକଥା ହେଲେ ତାଙ୍କ ପରିବାର ଲୋକ। ଗତ ୧୪ ଦିନ ଧରି ଟନେଲରେ ଫସିରହିଥିବା ଧୀରେନ ନାଏକ ଙ୍କ ସହ ତାଙ୍କ ସ୍ତ୍ରୀ କଥା ହୋଇଛନ୍ତି ।

ଭିତରେ ଫସିଥିବା ସମସ୍ତେ ଶ୍ରମିକ ଭଲରେ ଅଛନ୍ତି ଏବଂ ଆହୁରି ୩ରୁ ୪ ଦିନ ଟନେଲ ଭିତରୁ ବାହାରିବାକୁ ସମୟ ଲାଗିପାରେ ବୋଲି ଧୀରେନ ତାଙ୍କ ସ୍ତ୍ରୀ ଫୁଲସରି ନାଏକଙ୍କୁ କହିଛନ୍ତି ।। ଧୀରେନ ନାଏକ ପରିବାର ଲୋକଙ୍କୁ ଚିନ୍ତା ନ କରିବା ପାଇଁ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ