Masthead

ଟନେଲ ଭିତରେ କେମିତି ଶ୍ରମିକ କାଟୁଥିଲେ ଜୀବନ ?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଟନେଲ ଭିତରେ କେମିତି ଶ୍ରମିକ କାଟୁଥିଲେ ଜୀବନ । କେମିତି ଥିଲା ଜୀବନ ଶୈଳୀ । କ’ଣ ଖାଉଥିଲେ କେମିତି ଶୋଉଥିଲେ? ଉଦ୍ଧାର ପରେ ଶ୍ରମିକଙ୍କ ଏବେ କିଛି ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି କି, ଟନେଲ ଭିତରେ କେମିତି ଦିନ କାଟୁଥିଲେ ଶ୍ରମିକ । ସାମ୍ନାକୁ ଆସିଥିବା ଫଟୋରେ ଦେଖିବାକୁ ମିଳିଛି କେମିତି ଶ୍ରମିକମାନେ ଦିନ କାଟୁଥିଲେ । ଗୋଟିଏ ଫଟେରେ ନଜର ଆସିଛି କି, ଶ୍ରମିକଙ୍କ ନିକଟକୁ ପଠାଯାଉଥିବା ଖାଦ୍ୟ ବୋତଲକୁ ଖାଇବା ପରେ ଗୋଟିଏ ସ୍ଥାନରେ ସାଇତି ରଖାଯାଇଛି । ପାଖରେ ଫଳ ଥୁଆ ହୋଇଛି । କଦଳୀ, ସେଓ ଏବଂ ଅନ୍ୟାନ୍ୟ ଫଳମୂଳ ଶ୍ରମିକଙ୍କ ନିକଟକୁ ପାଇପ ଯୋଗେ ପଠାଯାଉଥିଲା ।

ତେବେ ଉଦ୍ଧାର ପରି ଫସିଥିବା ଶ୍ରମିକଙ୍କୁ ପଚାରିବାରୁ ସେ କହିଥିଲେ, ଆମେ କେବେ ଆଶା ଛାଡିନଥିଲୁ । ଆମେ ଜାଣିଥିଲୁ ଆମକୁ ସୁରକ୍ଷିତ ଉଦ୍ଧାର କରିନିଆଯିବ । କିନ୍ତୁ କେଉଁଠିନା କେଉଁଠି ମନରେ ଡର ବି ଥିଲା । ଏବେ ଉଦ୍ଧାର ହେବା ପରେ ଲାଗୁଛି ନୂଆ ଜୀବନ ପାଇଗଲୁ । ଉଦ୍ଧାର ହେବା ପରେ କିଛି ଶ୍ରମିକଙ୍କ ମୁହଁରେ ହସ ଦେଖିବାକୁ ମିଳିଥିଲା । ତେବେ ୧୭ ଦିନ ରହିବା ପରେ ପାହାଡ଼ ଚିରି ବାହାରକୁ ବାହାରିଥିଲେ ଯୋଦ୍ଧା । ଅନ୍ଧାରୀ ସୁଡ଼ଙ୍ଗରୁ ମୁକ୍ତି ପାଇ ପାଇଥିଲେ ନୂଆ ଜୀବନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼