Masthead

ଟ୍ୱିଟର ସିଇଓ ପଦ ଛାଡ଼ିବେ ଏଲନ ମସ୍କ

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ):  ଖୁବଶୀଘ୍ର ଟ୍ୱିଟର ସିଇଓ ପଦ ଛାଡ଼ିବେ ଏଲନ ମସ୍କ । ଏନେଇ ଟ୍ୱିଟ୍ କରି ସୂଚନା ଦେଲେ ଏଲନ ମସ୍କ । ଜଣେ ମହିଳା ସିଇଓ ପଦ ସମ୍ଭାଳିବେ ବୋଲି ମସ୍କଙ୍କ ଘୋଷଣା କରିଛନ୍ତି । ସିଇଓ ପଦରୁ ଇସ୍ତଫା ପରେ କାର୍ଯ୍ୟକାରୀ ଅଧ୍ୟକ୍ଷ ଭୂମିକା ନେବେ ମସ୍କ । ଗୁରୁବାର ଦିନ ଟ୍ୱିଟ କରି ମସ୍କ୍‌ କହିଛନ୍ତି, ପ୍ରାୟ ୬ ସପ୍ତାହ ମଧ୍ୟରେ କମ୍ପାନିର ନୂଆ ‘ସିଇଓ’ ନିଯୁକ୍ତି ପାଇବେ।

ସେପଟେ ୟାକାରିନୋ ନୂଆ ସିଇଓ ହୋଇପାରନ୍ତି ବୋଳି ଚର୍ଚ୍ଚା ହେଉଛି । ୟାକାରିନୋ ‘ଏନ୍‌ବିସି ୟୁନିଭର୍ସାଲ୍‌ ମିଡିଆ’ରେ ବୈଶୟିକ ବିଜ୍ଞାପନ ଏବଂ ଭାଗୀଦାରିତାର ଅଧ୍ୟକ୍ଷା ଅଛନ୍ତି। ଏ ସଂକ୍ରାନ୍ତରେ ବିବୃତି ଦେବା ପାଇଁ ତାଙ୍କୁ କରାଯାଇଥିବା ଇ-ମେଲ୍‌ର ସେ ଜବାବ ଦେଇ ନାହାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ