‘ମୋ ପରିବାରର ୬ ସଦସ୍ୟ.. ହେଲେ ଭୋଟ ଗଲା କୁଆଡ଼େ?’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଫଳ ବାହାରିବା ପରେ ରାଜନୀତି ରୋଚକ ମୋଡ଼ ନେଇଛି । ତିନି ରାଜ୍ୟରେ ବିଜେପି ବିଜୟ ଲାଭ କରିଛି । କିନ୍ତୁ ଫଳାଫଳ ପରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ରାଜ୍ୟର କୁରୁଦ ବିଧାନସଭା ଆସନରୁ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ପ୍ରାର୍ଥୀ ଏକ ଅଭିଯୋଗ ଆଣିଛନ୍ତି । କୁରୁଦ ପ୍ରାର୍ଥୀ ଲାଲଚାନ୍ଦ ପଟେଲ କହିଛନ୍ତି ମୋ ପରିବାରର ୬ଜଣ ସଦସ୍ୟଙ୍କ ଭୋଟ ମଧ୍ୟ ପାଇ ନାହିଁ। ସେ ପ୍ରଶ୍ନ କରିଛନ୍ତି ଯେତେବେଳେ ପରିବାରର ୬ ଜଣ ଲୋକ ଭୋଟ ଦେଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ମଧ୍ୟ ତାଙ୍କ ଆକାଉଣ୍ଟକୁ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ରେ କ୍ରେଡିଟ ହୋଇ ନ ଥିଲା ।

ତେବେ ଏହି ଭୋଟ କୁଆଡେ ଗଲା? ଭୋଟ ଗଣନାକୁ ନେଇ ସନ୍ଦେହ ପ୍ରକାଶ କରି ତାଙ୍କ ସହକର୍ମୀ ନେତା ବର୍ତ୍ତମାନ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଦଳର ଧାମତରି ପ୍ରାର୍ଥୀ ଘନାରାମ ସାହୁ ମଧ୍ୟ ଭୋଟ ଗଣନାରେ ସନ୍ତୁଷ୍ଟ ନୁହଁନ୍ତି। ଏହି ଉଭୟ ନେତା ଆଶଙ୍କା ବ୍ୟକ୍ତ କରିଛନ୍ତି ଇଭିଏମରେ ସେଟିଂ କରାଯାଇଛି । ଏହି ସେଟିଂ ଯୋଗୁଁ ଅନ୍ୟ ଦଳର ଭୋଟ ମଧ୍ୟ ବିଜେପି ପାଇଛି। ତେବେ ବିଏସପି ପ୍ରାର୍ଥୀ ଘନାରାମ ସାହୁ କହିଛନ୍ତି ସେ ଏହି ପ୍ରସଙ୍ଗରେ ଜିଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବେ। ଏଠାରେ ପୁଣି ନିର୍ବାଚନ ହେବା ଉଚିତ ବୋଳି କହିଛନ୍ତି ଘନଶ୍ୟାମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’