Masthead

ମଦ ବ୍ୟବସାୟୀଙ୍କ ଠାରୁ ୨୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ ଘଟଣା, ବିଜେପି ନେତା ଇରାଶିଷ ଆଚାର୍ଯ୍ୟଙ୍କ ସାଙ୍ଘାତିକ ଅଭିଯୋଗ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ବଲାଙ୍ଗୀରରେ ମଦ ବ୍ୟବସାୟୀଙ୍କ ଠାରୁ ନଗଦ ୨୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ ଘଟଣାରେ ବିଜେପି ନେତା ଇରାଶିଷ ଆଚାର୍ୟ୍ୟଙ୍କ ସାଙ୍ଘାତିକ ଅଭିଯୋଗ। ଇରାଶିଷ ଆଚାର୍ୟ୍ୟ କହିଛନ୍ତି ‘ଓଡ଼ିଶାରେ ମାତିଛନ୍ତି ବିହାରୀ , ଝାଡ଼ଖଣ୍ଡ ମଦ ମାଫିଆ’ । ମଦ ମାଫିଆଙ୍କ ସହାୟତାରେ ଓଡ଼ିଶାରେ ବଢୁଛି ଅବକାରୀ ରାଜସ୍ୱ । ବିଗତ ୧୦ ବର୍ଷରେ ଓଡ଼ିଶାରେ ମଦ ରାଜସ୍ୱ ୩୭୦ ପ୍ରତିଶତ ବଢିଥିବା ସେ କହିଛନ୍ତି । ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଏଠି ନୂଆ ଓଡ଼ିଶା ନୁହେଁ ମଦର ସାରଥୀ ସାଜିଛନ୍ତି ନବୀନ । ବିନା ସରକାର ଏବଂ ପୋଲିସ ସୁରକ୍ଷା ଓ ସାହାଯ୍ୟରେ ଏତେ ବଡ଼ କାରବାର ସମ୍ଭବ ନୁହେଁ, କି ଓଡ଼ିଶାରେ ବାହାର ରାଜ୍ୟର ମଦ ମାଫିଆ ମାତିବା ସମ୍ଭବ ନୁହେଁ । ବାହାର ରାଜ୍ୟ ମଦ ମାଫିଆ କାରବାର ସହ ନିର୍ବାଚନ ଫଣ୍ଡିଂ, ରାଜସ୍ୱ ବୃଦ୍ଧି ସହ ଲିଙ୍କ ଥିବା ସେ କହିଛନ୍ତି ।ଯାହା ଅଧିକ ତଦନ୍ତ ହେଲେ ଜଣା ପଡ଼ିବ। ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼