Masthead

ମୋ ବହିଷ୍କାର ସେମାନଙ୍କ ଶେଷର ଆରମ୍ଭ: ମହୁଆ ମୌଇତ୍ର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କ୍ୟାସ୍ ଫର କ୍ୱେରି ମାମଲାରେ ଏଥିକ୍ସ କମିଟି ରିପୋର୍ଟ ପରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୌଇତ୍ରଙ୍କ ସଂସଦ ସଦସ୍ୟତ ରଦ୍ଦ କରାଯାଇଛି। ମହୁଆଙ୍କ ବହିଷ୍କାର ପରେ କଂଗ୍ରେସ ସାଂସଦ ଶଶି ଥରୁର ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ୨୦୨୪ ରେ ହେବାକୁ ଥିବା ନିର୍ବାଚନରେ ମହୁଆ ଦୁଇଗୁଣ ଭୋଟ୍ ସହିତ ଜିତିବେ। ଇଣ୍ଡିଆ ମେଣ୍ଟ ତାଙ୍କ ସହ ଅଛି ।

ଶୁକ୍ରବାର ଲୋକସଭାରେ ଆଲୋଚନା ପରେ ମହୁଆ ମୌଇତ୍ରଙ୍କୁ ବହିଷ୍କାର କରାଯାଇଥିଲା। ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚେୟାରମ୍ୟାନ୍ ଓମ୍ ବିର୍ଲା କହିଛନ୍ତି ଗୃହର ସମ୍ମାନ ରକ୍ଷା କରିବା ପାଇଁ ବେଳେବେଳେ କଠିନ ନିଷ୍ପତ୍ତି ନିଆଯାଏ। ତାଙ୍କ ବହିଷ୍କାର ପରେ ବିରୋଧୀ ସାଂସଦମାନଙ୍କ ସହ ବାହାରକୁ ଯାଉଥିବାବେଳେ ମହୁଆ ଗଣମାଧ୍ୟମକୁ କହିଛନ୍ତି ଯେ ମୋର ବହିଷ୍କାର ହେଉଛି ସେମାନଙ୍କର ଶେଷର ଆରମ୍ଭ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ