Masthead

ପଦାରେ ପଡିଲା ବିଜେଡିର ଗୋଷ୍ଠୀ କନ୍ଦଳ

ଦଶପଲ୍ଲା (ବଡ଼ ଖବର ବ୍ୟୁରୋ): ଦଶପଲ୍ଲା ଏନଏସିରେ ଚାଲିଛି ଫଳକ ରାଜନୀତି ।ଫଳକ ଉଦଘାଟନକୁ ନେଇ ଦଶପଲାରେ ବିଧାୟକ-ଏନଏସି ଅଧ୍ୟକ୍ଷା ମୁହାମୁହିଁ ହୋଇଛନ୍ତି । ଦଶପଲ୍ଲା ଏନଏସିର ୧୨ ନମ୍ବର ୱାର୍ଡ ଓ ୧ ନମ୍ବରରେ କଲ୍ୟାଣ ମଣ୍ଡପ ପାଇଁ ଶୁଭ ଉଦଘାଟନ ହୋଇଥିଲା । ଏଥିରେ ଏନଏସିର ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ ଓ କଛି କାଉସିଲର ମିଶି ଶୁଭ ଦେଇଥିଲେ । କିନ୍ତୁ ଆଉକିଛି କାଉସିଲରକୁ ଧରି ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ ନାମ ଫଳକକୁ ନେଇ ଦଶପଲ୍ଲା ଥାନାରେ ଏତଲା ଦେଇଛନ୍ତି । ୨ ଟି କାମକୁ ୨ ଥର ଉଦଘାଟନକୁ ନେଇ ଦଶପଲ୍ଲା ବିଜେଡିରେ ଗୋଷ୍ଠୀ କନ୍ଦଳ ପଦାରେ ପଡି ହାଟରେ ଗଡୁଛି । ସେପଟେ ଏହାକୁ ନେଇ ବଧାୟକ କହିଛନ୍ତି ଆମେ ଫଳକ ରାଜନୀତି କରୁନାହୁଁ , ଆମେ ଲୋକମାନଙ୍କ ସେବାରେ ଅଛୁ । ଅନ୍ୟପକ୍ଷେ ଅଧ୍ୟକ୍ଷ କହିଛନ୍ତି ଏହା ଏନଏସିର କାମ ସେଥିପାଇଁ ଆମେ ଉଦଘାଟନ କରିଛୁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ