Masthead

ଲୋକସଭାରୁ ସସପେଣ୍ଡ ହେଲେ ୩୩ ସାଂସଦ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲୋକସଭାରୁ ସସପେଣ୍ଡ ହେଲେ ୩୩ ସାଂସଦ । ଅଧୀର ରଞ୍ଜନ ଚୌଧୁରୀଙ୍କ ସହ ଦୟାନିଧି ମାରାନ, ଏ.ରାଜା ସୌଗତ ରାୟ ସସ୍ପେଣ୍ଡ ହୋଇଛନ୍ତି । ସଂସଦର ସୁରକ୍ଷା ଉଲ୍ଲଙ୍ଘନ ନେଇ ସରକାରଙ୍କ ବିବୃତି ଦାବି କରିଛନ୍ତି ବିରୋଧୀ । ଗୃହରେ ହୋହଲ୍ଲା, ହଟ୍ଟଗୋଳ ପାଇଁ ସସପେଣ୍ଡ ହୋଇଛନ୍ତି । ହଟ୍ଟଗୋଳ ପାଇଁ ନିଲମ୍ବିତ କଲେ ବାଚସ୍ପତି । ପୂର୍ବରୁ ନିଲମ୍ବିତ ହୋଇଥିଲେ ୧୫ ସାଂସଦ ।ଏଯାବତ ମୋଟ ୪୭ ସାଂସଦ ସସ୍‌ପେଣ୍ଡ ହେଲେଣି । ଅଧୀର ରଂଜନ ଚୌଧୁରୀଙ୍କ ବ୍ୟତୀତ କେ ଜୟ କୁମାର, ଆପୋର୍ଭା ପୋଦ୍ଦାର, ପ୍ରସନ୍ନ ବାନାର୍ଜୀ, ମହମ୍ମଦ ୱାସିର, ଜି ସେଲଭାମ, ସିଏ ଅନ୍ନଦୁରାଇ, ଟି ସୁମତି, କେ ନାଭାସ୍କାନି, କେ ଭେରସ୍ୱାମୀ, ଏନ.କେ ପ୍ରେମଚନ୍ଦ୍ରନ, ସୌଗତା ରୟ, ଶତାଦ୍ଦୀ ରୟ, ଆଶିତ କୁମାର ମାଲ , ନଟୋ ଆଣ୍ଟୋନି, ଏସ୍ ଗୋଗୋଇ ଏବଂ ଟିଆର ବାଲୁଙ୍କୁ ନିଲମ୍ବିତ କରାଯାଇଥିଲା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ