Masthead

ହାଇଟେକ ଘଟଣାରେ ୩ଜଣଙ୍କର ମୃତ୍ୟୁ, ଏଯାଏଁ ଆକ୍ସନ ନାହିଁ କାହିଁକି ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗତ ୨୯ ତାରିଖରେ ହାଇଟେକ ହସ୍ପିଟାଲରେ ଗ୍ୟାସ ଟାଙ୍କି ଫାଟି ହୋଇଥିଲା ବଡ଼ ଧରଣର ବିସ୍ପୋରଣ । ଏହି ବିସ୍ପୋରଣରେ ୨ଜଣଙ୍କର ଜୀବନ ଯାଇଥିଲା । ଦୁଇ ଜଣଙ୍କ ମଧ୍ୟରେ ଜଣେ ଥିଲେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଦିଲ୍ଲୀପ ସାମନ୍ତରାୟ ।

ଦିଲ୍ଲୀପଙ୍କ ମୃତ୍ୟୁକୁ ସହିନପାରି ଦୁଇଦିନ ପରେ ଅର୍ଥାତ ନୂଆବର୍ଷ ଦିନ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଥିଲେ । ତେବେ ଏତେ ବଡ଼ ଅଘଟଣକୁ ୬ ଦିନ ପୁରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆକ୍ସନ ନିଆଯାଇନାହିଁ ।

ପ୍ରଶ୍ନ ଉଠୁଛି ହାଇଟେକ୍ ଆଇନରୁ ଉଦ୍ଧ୍ୱର୍ରେ କି? କ’ଣ ହସ୍ପିଟାଲର ମାଲିକ ତିରୁପତି ପାଣିଗ୍ରାହୀ ଆଇନର ଉଦ୍ଧ୍ୱର୍ରେ? ୩ ଜଣଙ୍କ ମୃତୁ୍ୟର ଉତ୍ତର ଦାୟୀ କିଏ? ଏତେ ବଡ଼ ଅଘଟଣ ସମସ୍ତେ ଚୁପ୍ ବସିଛନ୍ତି କାହିଁକି? ଗ୍ୟାସ ଟାଙ୍କି ବିସ୍ଫୋରଣ ପାଇଁ ହସ୍ପିଟାଲ କତ୍ତୃପକ୍ଷ ଦାୟୀ ନୁହେଁ କି? ୬ ଦିନ ପରେବି କାହା ବିରୋଧରେ ଆକ୍ସନ ହେଉନି କାହିଁକି? ମୃତକଙ୍କ ପରିବାକୁ କ୍ଷତିପୁରଣ ଦିଆଯିବା ଉଚିତ କି ନୁହେଁ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ