Masthead

ଚାଉଳ ମୋଦି ଦେଉଛନ୍ତି, ରାଜ୍ୟ ସରକାର ଶ୍ରେୟ ନେବାକୁ ଚେଷ୍ଟା କରୁଛି: ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡି ବ୍ୟାଗ୍‌ ବଣ୍ଟନକୁ ବିରୋଧ କରି ସବୁ ରାସନ କେନ୍ଦ୍ର ଯିବ ବିଜେପି । ସୂଚନା ଦେଲେ ବିଜେପି ଉପ ସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ବିଜେଡି କପି ପେଷ୍ଟ ସରକାର, କେନ୍ଦ୍ର ଅର୍ଥରେ ଶ୍ରେୟ ନେବାକୁ କରୁଛି ପ୍ରୟାସ । ଆଗରୁ କଂଗ୍ରେସ ଓ ବିଜେଡି ଏ’ ଆଉ ବି’ ଟିମ୍ ଭାବେ କାମ କରୁଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ବିଜେଡି କେନ୍ଦ୍ରୀୟ ଯୋଜନା ହଡ଼ପ କରୁଛି ଆମେ ସବୁବେଳେ ଅଭିଯୋଗ କରିଛୁ ।

ଚାଉଳ ମୋଦି ଦେଉଛନ୍ତି, ରାଜ୍ୟ ସରକାର ଶ୍ରେୟ ନେବାକୁ ଚେଷ୍ଟା କରୁଛି । ୩ କୋଟି ୨୭ ଲକ୍ଷ ଲୋକଙ୍କୁ ମୋଦି ମାଗଣା ଚାଉଳ ଦେଉଛନ୍ତି । ଶଙ୍ଖ, ସରକାରଙ୍କ ଲୋଗୋ ଓ ୫ଟି ଚିହ୍ନ ଲଗାଇ ସରକାର ବାଣ୍ଟୁଛନ୍ତି । ପ୍ରତ୍ୟେକ ରାସନ କେନ୍ଦ୍ର ଓ ସବୁ ଘରକୁ ପହଞ୍ଚିବ ବିଜେପି । ପରଘର ତିଅଣରେ ଅତିଥି ଚର୍ଚ୍ଚାକୁ ଓଡ଼ିଶା ଲୋକ ଆଉ ଗ୍ରହଣ କରିବେନି। ମୋଦି ଚାଉଳ ବିଜେଡି ବ୍ୟାଗରେ ବାଣ୍ଟିବାକୁ ଦେବନି ବିଜେପି। ପ୍ରତ୍ୟେକ ରାସନ କେନ୍ଦ୍ରରେ ପହଞ୍ଚିବ ଦଳ। ସବୁ ଘରକୁ ପହଞ୍ଚିବ ବିଜେପି। ୨ ନମ୍ବରି ରାଜନୀତି ଆଉ ଚୋରି ରାଜନୀତିରୁ ବାଦ୍ ରହିବାକୁ ବିଜେପିର ଚେତାବନୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା