Masthead

ଛାତ୍ରବୃତ୍ତି ଦାବିରେ ରାମବାଗ ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କ ବିକ୍ଷୋଭ

ଯାଜପୁର(ବଡ଼ ଖବର ବ୍ୟୁରୋ): ୫ଟିରୁ ବାଦ ପଡିଲା ଯାଜପୁର ଦଶରଥପୁର ବ୍ଲକ ତଳିହା ପଂଚାୟତରେ ଥିବା ରାମବାଗ ମହିଳା ମହାବିଦ୍ୟାଳୟ । କଲେଜକୁ ୫ଟିରେ ସାମିଲ କରି ନୂଆ ‘ଓ’ ଛାତ୍ର ବୃତ୍ତି ଯୋଜନାରେ ପିଲାଙ୍କୁ ୧୦ ହଜାର ପାଇବାରୁ ବଂଚିତ ନକରିବାକୁ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଛନ୍ତି । ଶିକ୍ଷା ବୃତି ଆବେଦନର ଶେଷ ତାରିଖ ପାଖେଇ ଆସୁଥିବା ବେଳେ ଏଯାଏଁ ରାମବାଗ ମହିଳା ବିଦ୍ୟାଳୟକୁ ଫର୍ମ ମିଳିନାହିଁ।

ଆସନ୍ତା ୨୦ରୁ ୨୫ ତାରିଖ ସୁଦ୍ଧା ୯୫ ପ୍ରତଶତ ପିଲାଙ୍କୁ ବୃତି ମିଳିବ ବୋଲି ଘୋଷଣା ହୋଇଥିଲା । କିନ୍ତୁ କେଉଁ ଉଦ୍ଦେଶ୍ୟରେ ଏହି କଲେଜ କୁ ବଂଚିତ କରାଗଲା ତାହାର ପୁନଃ ବିଚାର କରି ଛାତ୍ରୀଙ୍କୁ ନୂଆ ଓ ଛାତ୍ରବୃତ୍ତିରେ ସାମିଲ କରିବାକୁ ଦାବି କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଶତାଧିକ ଛାତ୍ରୀଙ୍କୁ ବୃତ୍ତି ନମିଳିଲେ ଆନ୍ଦୋଳନ କରାଯିବ ବୋଲି କଲେଜ ଛାତ୍ରୀ ଓ ସମ୍ପାଦକ ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା