Before Header

କୁମ୍ଭୀର ପାଟିରେ ନାବାଳକ

0 109

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ):  କୁମ୍ଭୀର ପାଟିରେ ନାବାଳକ । ପଟ୍ଟାମୁଣ୍ଡାଇ ନିମପୁର ବ୍ରାହ୍ମଣୀ ନଦୀରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଆଜି ସକାଳେ ନିମପୁର ବାସିନ୍ଦା ଅଶୋକ ଆଚାର୍ଯ୍ୟଙ୍କ ପତ୍ନୀ ଏବଂ ତାଙ୍କର ୧୦ ବର୍ଷର ପୁଅ ଉଦନ ଗାଧଉଲେ । ବ୍ରାହ୍ମଣୀରେ ଲୁଚି ବସିଥିବା କୁମ୍ଭୀର ମାଆ କୋଳରୁ ଛୁଆକୁ ଟାଣି ନେଇଥିଲା । ଗାଁ ଲୋକଙ୍କ ଖୋଜାଖୋଜି ପରେ ଉଦନଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣା ପରେ ନିମପୁର ଗାଁରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.