Masthead

ଚୋରା ମାଙ୍କଡ଼ା ପଥର କାରବାର ଧରିଲେ ବରୀ ତହସିଲଦାର

ବରୀ (ବଡ଼ ଖବର ବ୍ୟୁରୋ): ମାଙ୍କଡା ପଥର କାରବାର ଧରିଲା ବରୀ ତହସିଲଦାର । ବରୀ ତହସିଲ ଅଧିନ ଅରଙ୍ଗାବାଦ୍ ବେହେରା ସାହି ଶିବ ମନ୍ଦିର ନିକଟରେ ଥିବା ୩ ଟି ଟ୍ରକଚୋରା ମାଙ୍କଡ଼ା ପଥର ବୋଝେଇ ଆସି ପଡ଼ି ଥିବାବେଳେ ସେଥିରୁ ଗୋଟିଏ ଟ୍ରକ କୁ ଜବତ କରି ବରୀ ଥାନା ଜୀମା ଦେଇଛନ୍ତି ବରୀ ତହସିଲଦାର। ଅନ୍ୟ ଦୁଇଟି ଟ୍ରକ୍ ଫେରାର ହୋଇଯାଇଥିବା ଜଣା ପଡ଼ିଛି।। ସୂଚନା ଥାଉ କି ରାଜ୍ୟରେ ମାଙ୍କଡ଼ା ପଥରରେକୁ ବେଆଇନ ଭାବେ ଚୋରା ଚାଲାଣକୁ ପ୍ରଶାସନ ବନ୍ଦ ରଖିଥିବା ବେଳେ ସେ ସବୁକୁ ଖାତିର କରୁ ନାହାନ୍ତି ପଥର ମାଫିଆମାନେ ।
କିଛି ମାଫିଆ ବିଭିନ୍ନ ରାଜନୈତିକ ବ୍ୟକ୍ତିମାନଙ୍କ ସହ ଅସି ଏଭଳି ଚୋରା କାରବାର କରୁଥିବା ଅନେକ ସମୟରେ ଅଭିଯୋଗ ହୋଇଛି। ତେବେ ବରୀ ତହସିଲ ପକ୍ଷରୁ ଚଢାଉ କରି ଜବତ କରିଥିବା ମାଙ୍କଡ଼ା ପଥର ୨୩ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟଙ୍କ ସ୍ୱାମୀଙ୍କର ବୋଲି ଚର୍ଚ୍ଚା ହେଉଛି। ତେବେ କିଏ ଆଣିଥିଲା ପଥର, କାହା ନିର୍ଦ୍ଦେଶରେ ଆସିଥିଲା ପଥର । ଏତେ ସବୁ ନିୟମ ଥାଇ ମଧ୍ୟ କିପରି ଚୋରା ପଥର ଗାଡ଼ି ବରୀରେ ପହଞ୍ଚିଲା ତାହା ସବୁଠାରୁ ବଡ ପ୍ରଶ୍ନ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା