Masthead

ଦଶପଲ୍ଲା ନୂଆଗାଁ ବେରୁଆଁବାରୀ ପଞ୍ଚାୟତରେ ମହିଳାଙ୍କୁ ଅସମ୍ମାନ

ଦଶପଲ୍ଲାରୁ (ବଡ଼ ଖବର ବ୍ୟୁରୋ): ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଳକ ବେରୁଆଁବାରୀ ପଞ୍ଚାୟତରେ ମହିଳାଙ୍କୁ ଅସମ୍ମାନ। ଖୋଦ୍ ବେରୁଆଁବାରୀ ସରପଞ୍ଚଙ୍କ ସ୍ତ୍ରୀ ଗୋଡ ତଳେ ପଡି ନ୍ୟାୟ ଭିକ୍ଷା କରୁଥିବାବେଳେ ଅଭିଯୋଗ ଶୁଣିବା ବଦଳରେ ଦଶପଲ୍ଲା ବିଧାୟକ ଲୋକ ଏବଂ ବିଧାୟକଙ୍କ ପିଏସଓଙ୍କୁ ଲଗାଇ କିଭଳି ବାହାର କରି ଦେଉଛନ୍ତି। ପିଏସଓ ପୁରୁଷ ହୋଇ ମହିଳାଙ୍କ ଡେଣାଧରି ଭିଡିନେଉଛନ୍ତି । ସରକାରଙ୍କ ସ୍ଲୋଗାନ ‘ମାଆଙ୍କୁ ସମ୍ମାନ ଗାଁକୁ କାମ’ା ବିଜେଡି ବିଧାୟକଙ୍କ ମାଆକୁ କିଭଳି ସମ୍ମାନ ଦେଉଛନ୍ତି ଏଥିରୁ ଅନୁମାନ କରି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ