ୱାର୍ଡ ମେମ୍ବରମାନଙ୍କୁ ଅଣଦେଖା ଅଭିଯୋଗ

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ୱାର୍ଡ ମେମ୍ବରମାନଙ୍କୁ ଅଣଦେଖା ଅଭିଯୋଗ। ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କ ମନମୁଖୀ କାର୍ୟ୍ୟକଳାପରେ ଅସନ୍ତୁଷ୍ଟ ୱାର୍ଡ ମେମ୍ବର। ସାମୂହିକ ଇସ୍ତଫା ଦେବା ପାଇଁ ନେଇଛନ୍ତି ନିଷ୍ପତ୍ତି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଜଟଗଡ଼ ପଞ୍ଚାୟତରୁ ଆସିଛି ଏଭଳି ଚିତ୍ର। ପଞ୍ଚାୟତର ବିଭିନ୍ନ ଯୋଜନାରେ ୱର୍ଡ ମେମ୍ବର ମାନଙ୍କୁ ସାମିଲ କରାଯାଉନାହିଁ । ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ମନ ଇଛା କାମ କରୁଥିବା ଅଭିଯୋଗ କରିଛନ୍ତି ମେମ୍ବରମାନେ। ଏପରିକି ତାଙ୍କ କଥା ନ ଶୁଣିଲେ ପଦବୀରେ ରହିବେ ନାହିଁ ସାମୂହିକ ଇସ୍ତଫା ଦେବାର ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି ମେମ୍ବରମାନେ। ହାରିଶ୍ଚନ୍ଦ୍ର ଯୋଜନାର ଟଙ୍କା ମଧ୍ୟ ହିତାଧିକାରୀ ମାନଙ୍କୁ ମିଳି ନାହିଁ। ପଞ୍ଚାୟତ ନିର୍ବାହି ଅଧିକାରୀ କିଛି ଶୁଣୁ ନାହାନ୍ତି ଏମିତି ଅଭିଯୋଗ କରି ବିଡ଼ିଓଙ୍କୁ ଲେଖି ଜଣାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ