Masthead

ରାସନ ଚାଉଳରେ ଘୋଟାଲା, ଏରସମା ବ୍ଲକ ସମ୍ମୁଖରେ ୮ ନଂ ୱାର୍ଡବାସୀଙ୍କ ଧାରଣା

ଏରସମା(ବଡ଼ ଖବର ବ୍ୟୁରୋ): ରାସନ ଚାଉଳରେ ଘୋଟାଲା ଏରସମା ବ୍ଲକ ସମ୍ମୁଖରେ ୮ ନଂ ୱାର୍ଡବାସୀଙ୍କ ଧାରଣା । କେନ୍ଦ୍ର ସରକାର ପକ୍ଷରୁ ୫ବର୍ଷ ମାଗଣା ରାସନ ଚାଉଳ ଦେବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । କିନ୍ତୁୁ ଏରସମା ବ୍ଲକ ଅନ୍ଧାରି ପଞ୍ଚାୟତର କଢାକଣ ଗ୍ରାମର ୮ଟି ଓ୍ବାର୍ଡ ବାସୀ ୪ମାସ ହେବ ପାଇନାହାନ୍ତି ରାସନ୍ ଚାଉଳ ।

ଯାହାକୁ ନେଇ ଏରସମା ବ୍ଲକ ସମ୍ମୁଖରେ ଶତାଧିକ ମହିଳା ପୁରୁଷ ଧାରଣା ଦେଇଛନ୍ତି । ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ବିଜେପି ଯୁବନେତା ସତ୍ୟ ସାରଥି ମହାନ୍ତି ଧାରଣାରେ ଯୋଗଦେଇ ହିତାଧିକାରୀଙ୍କ କଥା ବୁଝିବା ସହିତ ବ୍ଲକ ବିଡ଼ିଓ ଲମ୍ବୋଦର ଖୁଣ୍ଟିଆଙ୍କ ସହିତ ଆଲୋଚନା କରିଥିଲେ । ବିଡ଼ିଓ ଓ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ହିତାଧିକାରୀଙ୍କ କଥା ବୁଝାହେବ ବୋଲି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା