Before Header

ଆଜି ଆସିବ ବିଜେଡି ପ୍ରାର୍ଥୀ ତାଲିକା!

0 1,265

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଆସିପାରେ ବିଜେଡି ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟ ଘୋଷଣା କରିପାରନ୍ତି ବିଜେଡି ସୁପ୍ରିମୋ । ନବୀନ ନିବାସରେ ହେବିୱେଟଙ୍କ ଡେରା । କିଛି ଲୋକସଭା ପାଇଁ ଆସିପାରେ ତାଲିକା । କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ନେତା ଏକାଠି ।

Leave A Reply

Your email address will not be published.