Before Header

ପ୍ରାର୍ଥୀ ଘୋଷଣା କଲା ବିଜେଡି, ହିଞ୍ଜିଳିରୁ ପୁଣି ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0 7,101

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ବିଧାନସଭା ପ୍ରାର୍ଥୀ ତାଲିକା ସହ  ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି ।

ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା:-

ସୋନପୁର- ନିରଞ୍ଜନ ପୂଜାରୀ, ପାଟଣାଗଡ଼- ସରୋଜ ମେହର, ବଲାଙ୍ଗୀର- କଳିକେଶ ସିଂଦେଓ, ଭବାନୀପାଟଣା- ପୁଷ୍ପେନ୍ଦ୍ର ସିଂଦେଓ । ବାଙ୍କୀ- ଦେବୀ ରଂଜନ ତ୍ରିପାଠୀ, ପାଟକୁରା- ଅରବିନ୍ଦ ମହାପାତ୍ର । ବିଂଝାରପୁର- ପ୍ରମିଳା ମଲ୍ଲିକ, ଧର୍ମଶାଳା- ପ୍ରଣବ ବଳବନ୍ତରାୟ -ଯାଜପୁର- ସୁଜାତା ସାହୁ, ସୁକିନ୍ଦା- ପ୍ରୀତିରଂଜନ ଘଡ଼ାଇ । ବିଷମକଟକ- ଜଗନ୍ନାଥ ସାରକା, ଗୁଣପୁର- ରଘୁନାଥ ଗମାଙ୍ଗ । ରାୟଗଡ଼ା- ଅନସୂୟା ମାଝୀ, ବରଗଡ଼- ଦେବେଶ ଆଚାର୍ଯ୍ୟ । ବିଜେପୁର- ରିତା ସାହୁ, ଅତାବିରା- ସ୍ନେହାଙ୍ଗିନୀ ଛୁରିଆ, ଭଟଲି- ସୁଶାନ୍ତ ସିଂହ, ଜଳେଶ୍ବର- ଅଶ୍ବିନୀ ପାତ୍ର । ବସ୍ତା- ସୁବାସିନୀ ଜେନା, ଭଣ୍ଡାରୀପୋଖରୀ- ସଂଜୀବ ମଲ୍ଲିକ । ଭଦ୍ରକ- ପ୍ରଫୁଲ୍ଲ ସାମଲ, ବାସୁଦେବପୁର- ବିଷ୍ଣୁବ୍ରତ ରାଉତରାୟ , ଧାମନଗର- ସଂଜୟ ଦାସ, ଚାନ୍ଦବାଲି- ବ୍ୟୋମକେଶ ରାୟ । ବଲାଙ୍ଗିର- କଳିକେଶ ସିଂହଦେଓ, ଟିଟିଲାଗଡ଼- ଟୁକୁନି ସାହୁ । ନୂଆପଡ଼ା- ରାଜେନ୍ଦ୍ର ଢୋଲକିଆ, ଉମରକୋଟ- ନବୀନା ନାଏକ । ଝରିଗାଁ- ରମେଶ ମାଝୀ, ନବରଙ୍ଗପୁର- କୌଶଲ୍ୟା ପ୍ରଧାନୀ । ଡାବୁଗାଁ- ମନୋହର ରନ୍ଧାରୀ, ଲାଞ୍ଜିଗଡ଼- ପ୍ରଦୀପ ଦିଶାରୀ, ଜୁନାଗଡ଼- ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼- ପୁଷ୍ପେନ୍ଦ୍ର ସିଂହଦେଓ । ଭବାନୀପାଟଣା- ଲତିକା ନାଏକ, ଜି. ଉଦୟଗିରି- ସାଲୁଗା ପ୍ରଧାନ, କଣ୍ଟାମାଳ- ମହିଧର ରଣା, ବୌଦ୍ଧ- ପ୍ରଦୀପ ଅମାତ । ଢେଙ୍କାନାଳ- ସୁଧୀର କୁମାର ସାମଲ, କାମାକ୍ଷାନଗର- ପ୍ରଫୁଲ ମଲ୍ଲିକ, ପରଜଙ୍ଗ- ନୃସିଂହ ସାହୁ, ପାଲଲହଡା- ମୁକେଶ ପଲ, ଛେଣ୍ଡିପଦା- ସୁଶାନ୍ତ କୁମାର ବେହେରା, ପୁରୀ- ସୁନୀଲ ମହାନ୍ତି । ବଡମ୍ବା- ଦେବୀ ମିଶ୍ର, ବାଙ୍କୀ – ଦେବୀ ତ୍ରିପାଠୀ, ବ୍ରହ୍ମଗିରି- ଉମା ସାମନ୍ତରାୟ, ସତ୍ୟବାଦୀ- ସଂଜୟ ଦାସ ବର୍ମା  । ପିପିଲି- ରୁଦ୍ର ମହାରଥୀ, ଜଟଣୀ- ବିଭୂତି ବଳବନ୍ତ ରାୟ, ରଣପୁର- ସତ୍ୟ ପ୍ରଧାନ, ଦଶପଲ୍ଲା- ରମେଶ ବେହେରା, ନୟାଗଡ଼- ଅରୁଣ ସାହୁ, ଭଞ୍ଜନଗର- ବିକ୍ରମ ଆରୁଖ । ପୋଲସରା- ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର–ଲତିକା ପ୍ରଧାନ, ଛତ୍ରପୁର–ସୁବାଶ ବେହେରା, ସୋରଡ଼ା- ସଂଘମିତ୍ରା ସ୍ୱାଇଁ, ହିଞ୍ଜିଳି- ନବୀନ ପଟ୍ଟନାୟକ, ଗୋପାଳପୁର-ବିକ୍ରମ ପଣ୍ଡା ।ଦିଗପହଣ୍ଡି- ବିପ୍ଲବ ପାତ୍ର, ଚିକିଟି- ଚିନ୍ମୟନନ୍ଦ ଶ୍ରୀରୂପଦେବ, କୋଟପଡ଼ା- ଚନ୍ଦ୍ରଶେଖର ମାଝୀ, କୋରାପୁଟ- ରଘୁରାମ ପୋଦାଲ, ମାଲକାନଗିରି- ମାନଓ ମାଡ଼କମୀ, ଘଷିପୁରା-ବଦ୍ରି ପାତ୍ର । ନିଆଳି- ପ୍ରମୋଦ ମଲ୍ଲିକ, କଟକ ସଦର- ଚନ୍ଦ୍ରସାରଥୀ ବେହେରା, ପାଟକୁରା- ଅରବିନ୍ଦ ମହାପାତ୍ର, ଆଳି- ପ୍ରତାପ ଦେବ, ରାଜନଗର-ଦ୍ରୁବ ସାହୁ, ମହାକାଳପଡା- ଅତନୁସବ୍ୟସାଚୀ ନାୟକ ।

ବିଜେଡିର ଲୋକସଭା ପ୍ରାର୍ଥୀ ତାଲିକା:-

ସେହିପରି ଲୋକସଭା ନିର୍ବାଚନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କଲା ବିଜେଡି । ସମ୍ବଲପୁର- ପ୍ରଣବ ପ୍ରକାଶ ଦାସ, ସୁନ୍ଦରଗଡ଼- ଦିଲୀପ ତିର୍କୀ, ମୟୂରଭଞ୍ଜରୁ ସୁଦାମ ମାର୍ଣ୍ଡି, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, କଳାହାଣ୍ଡି- ଲମ୍ବୋଦର ନିଆଲ, ନବରଙ୍ଗପୁରରୁ- ପ୍ରଦୀପ ମାଝୀ, ଭୁବନେଶ୍ୱରରୁ ମନ୍ମଥ ରାଉତରାୟ, ଆସିକାରୁ ରଞ୍ଜିତ ସାହୁ, କୋରାପୁଟ- କୌଶଲ୍ୟା ହିକକା ।

Leave A Reply

Your email address will not be published.