Masthead

ବାଣ ଫୁଟାଇବା ହେଲା କାଳ

ଲକ୍ଷ୍ମୀପୁର (ବଡ଼ ଖବର ବ୍ୟୁରୋ): ବାଣ ଫୁଟାଇବା ହେଲା କାଳ । ବାଣ ଫୁଟାଇବା ବେଳେ ପାଖରେ ଥିବା ବାଣରେ ଲାଗିଲା ନିଆଁ । ଅଧା ଜଳିଗଲେ ଫୁଟାଉଥିବା ବ୍ୟକ୍ତି । ଲକ୍ଷ୍ମୀପୁର ଥାନା ଅଧିନସ୍ଥ ଚମ୍ପି ଗ୍ରାମରେ ଘଣ୍ଟ ଯାତ୍ରା ବିସର୍ଜନ ବେଳେ ଘଟିଛି ଏହି ଅଘଟଣ । ଯାତ୍ରା ବିସର୍ଜନ ସମୟରେ ସତ୍ୟ ନାରାୟଣ ଦାସ ନାମକ ବ୍ୟକ୍ତି ବାଣ ଫୁଟାଉଥିବା ବେଳେ ପାଖରେ ରଖିଥିବା ବାଣରେ ନିଆଁ ଲାଗିଯାଇଥିଲା ।

ଫଳରେ ବାଣ ଫୁଟି ସତ୍ୟ ନାରାୟଣ ଆହତ ହୋଇଛନ୍ତି । ତାଙ୍କ ଅଣ୍ଟାରୁ ପାଦ ତଳକୁ ନିଆଁ ଲାଗିଯାଇଥିଲା । ଲୋକେ ଯାତ୍ରା ଗହଳିରେ ଭୟଭୀତ ହୋଇ ଲୋକେ ଦଉଡ଼ି ଥିଲେ । ହେଲେ କିଛି ଲେଶକେ ସତ୍ୟ ନାରାୟଣ ଦାସଙ୍କୁ ବାଣ ପାଖରୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଥିଲେ । ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦିଲ୍ଲୀରେ ବିସ୍ଫୋରଣରୁ ଅଗ୍ନିକାଣ୍ଡ; ୯ ମୃତ 🔴 ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ 🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ଦିଲ୍ଲୀରେ ବିସ୍ଫୋରଣରୁ ଅଗ୍ନିକାଣ୍ଡ; ୯ ମୃତ 🔴 ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ 🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ